8 କାଇକେବଇଲେ ସାଦୁକିମନର୍ ବିସ୍ବାସ୍ ଇସାବେ ମଲା ଲକ୍ମନ୍ ନ ଉଟତ୍ । ସରଗର୍ ଦୁତ୍ କି ଆତ୍ମା ମିସା ନାଇ ବଲି, ବିସ୍ବାସ୍ କର୍ବାଇ, ମାତର୍ ପାରୁସିମନ୍ ଏ ତିନ୍ଟା ଜାକ ବିସ୍ବାସ୍ କର୍ତେରଇଲାଇ ।
ସେ ଦିନେ ସାଦୁକି ଦଲର୍ କେତେ ଲକ୍ ଜିସୁର୍ ଲଗେ ଆଇଲାଇ । ସାଦୁକିମନ୍ ମରିଗାଲେ ଆରି ତରେକ୍ ଉଟି ନଏଁ ବଲି ବିସ୍ବାସ୍ କର୍ତେ ରଇଲାଇ ।
ତାର୍ପଚେ ମଲାଟାନେଅନି ଉଟ୍ବା ବିସଇ, ବିସ୍ବାସ୍ ନ କର୍ବା ସାଦୁକି ଦଲର୍ ଲକ୍ମନ୍ ଜିସୁର୍ ଲଗେ ଆସିକରି ଏ ପର୍ସନ୍ ପାଚାର୍ଲାଇ ।
ତାର୍ ପଚେ କେତେଟା ସାଦୁକି ଲକ୍ମନ୍ ଜିସୁର୍ ଲଗେ ଗାଲାଇ । ସେମନ୍, ମଲା ଲକ୍ମନ୍ ଆରି ତରେକ୍ ଜିବନ୍ଅଇ ଉଟ୍ବା ବିସଇ ବିସ୍ବାସ୍ ନ କର୍ତେ ରଇଲାଇ ।
ପାଉଲ୍ ଏ କାତା କଇଲା ଦାପ୍ରେ, ପାରୁସି ଆରି ସାଦୁକିମନର୍ ବିତ୍ରେ ଲାଗାଜଡା ଅଇଗାଲାଇ ଆରି ସେମନ୍ ବେଗ୍ଲି ଗାଲାଇ ।
ପିତର୍ ଆରି ଜଅନ୍ ଲକ୍ମନ୍କେ ଏନ୍ତି ସିକିଆ ଦେଇତେ ରଇଲା ବେଲେ ମନ୍ଦିରର୍ କେତେଟା ପୁଜାରି ଆରି ଜାଗୁଆଲ୍ମନର୍ ସେନାପତି ଆରି କେତେଟା ସାଦୁକିମନ୍ ଆସି କେଟ୍ଲାଇ ।
ଜଦି କିରିସ୍ଟକେ ପର୍ମେସର୍ ମଲାତେଇଅନି ଜିବନ୍ କରି ଉଟାଇଆଚେ ବଲି ଆମେ ସିକାଇଲୁନି, ତେବେ କାଇକେ ତମର୍ ବିତ୍ରେ କେତେଲକ୍, ମଲା ଲକ୍ମନର୍, ଆରି ତରେକ୍ ଜିବନ୍ ଅଇବାଟା ନଏଁ, ବଲି କଇଲାସ୍ନି ?