ପେରିତ୍ 23:6 - ସତିଅର୍ ବାଟ୍ ନୁଆ ନିୟମ୍ 20206 ବଡ୍ ସବାର୍ ମେମର୍ମନର୍ ବିତ୍ରେ କେତେଟା ପାରୁସି ଆରି କେତେଟା ସାଦୁକିମନ୍ ରଇଲାଟା ଦେକି ପାଉଲ୍ ବଡ୍ ସବାର୍ ଲକ୍ମନ୍କେ ଦେକାଇ ଆଉଲି ଅଇକରି କଇଲା, “ଏ ଇସ୍ରାଏଲର୍ ବାଇମନ୍, ମୁଇ ଗଟେକ୍ ପାରୁସି ଲକ୍, ମର୍ ଆୟା ବାବା ମିସା ପାରୁସି । ମଲା ଲକ୍ମନ୍ ଆରିତରେକ୍ ଉଟ୍ବାଟା ମର୍ ଆସା ଆଚେ ବଲି, ଇତି ମର୍ ବିଚାର୍ନା ଅଇଲାନି ।” အခန်းကိုကြည့်ပါ။ |