ପେରିତ୍ 23:5 - ସତିଅର୍ ବାଟ୍ ନୁଆ ନିୟମ୍ 20205 ପାଉଲ୍ କଇଲା, “ଏ ଇସ୍ରାଏଲର୍ ବାଇମନ୍, ସେ ବଡ୍ ପୁଜାରି ବଲି ମୁଇ ନାଜାନିରଇଲି । ସାସ୍ତରେ ଲେକାଆଚେ, ତମେ ନିଜର୍ ଜାତିର୍ ସାସନ୍କାରିଆକେ କରାପ୍ କାତା କଇବାର୍ନାଇ ।” အခန်းကိုကြည့်ပါ။ |
ତାକର୍ ପାପର୍ ଗୁନ୍ଚଲନ୍ ଇସାବେ ଚଲାଚଲ୍ତିକରି ଲାଜର ବିସଇ କର୍ବା ଲକ୍ମନ୍କେ ସେ ବେସି ବଡ୍ ଡଣ୍ଡ୍ ଦେଇସି । ତାକର୍ ଉପ୍ରେ ସାସନ୍ କର୍ବାକେ ପର୍ମେସରର୍ ଜନ୍ ଅଦିକାର୍ ଆଚେ, ସେଟା ସେମନ୍ ନିଚ୍ଲାଇନି । ଏନ୍ତାରି ମିଚ୍ ସିକାଉ ଆଁକ୍ରିଆମନ୍, ନିଜର୍ ମନ୍କେ ଆଇଲାଟା କର୍ବାକେ ଡରତ୍ ନାଇ । ସର୍ଗେ ମଇମାସଙ୍ଗ୍ ରଇବାଟାମନ୍କେ ମିସା ନିନ୍ଦା କର୍ବାଇ ।