4 ଲଗେ ରଇବା ଲକ୍ମନ୍ ପାଉଲ୍କେ କଇଲାଇ, “ପର୍ମେସର୍ ବାଚିରଇବା ବଡ୍ ପୁଜାରିକେ ତୁଇ ନିନ୍ଦା କଲୁସ୍ନି !”
“ମକେ ବିସ୍ବାସ୍ କର୍ବାର୍ ଲାଗି ତମ୍କେ ଲକ୍ମନ୍ ନିନ୍ଦା ଆରି କସ୍ଟ ଦେବାଇ, ଆରି ଚୁଚାଇ ତମର୍ ବିରୁଦେ ମିଚ୍ କାତା କଇବାଇ, ନିଜ୍କେ କେଡେ କରମର୍ ଲକ୍ ବଲି ମନେ କରା ।
ପାଉଲ୍ ତାକେ କଇଲା, “ଏ ଚୁନ୍ ମାରିଅଇଲା ଦବ୍ଲା ଉଆଁରି କତି, ପର୍ମେସର୍ ତକେ ଡଣ୍ଡ୍ ଦେଇସି ଆକା । ନିୟମ୍ ଇସାବେ ମର୍ ବିଚାର୍ କର୍ବାକେ, ତୁଇ ତେଇ ବସିଆଚୁସ୍ । ଏଲେ ମିସା, ନିୟମ୍ ବାଙ୍ଗିକରି ମକେ ମାର୍ବାକେ ତିଆର୍ଲୁସ୍ନି !”
ପାଉଲ୍ କଇଲା, “ଏ ଇସ୍ରାଏଲର୍ ବାଇମନ୍, ସେ ବଡ୍ ପୁଜାରି ବଲି ମୁଇ ନାଜାନିରଇଲି । ସାସ୍ତରେ ଲେକାଆଚେ, ତମେ ନିଜର୍ ଜାତିର୍ ସାସନ୍କାରିଆକେ କରାପ୍ କାତା କଇବାର୍ନାଇ ।”