31 ସନିଅମନ୍ ସେ ଆଦେସ୍ ଇସାବେ ପାଉଲ୍କେ ସେ ରାତି ଆନ୍ତିପଟ୍ରିସେ କେଟାଇଦେଲାଇ ।
ମୁଇ ଗଟେକ୍ ଲକର୍ ତଲେ କାମ୍ କର୍ତେରଇଲେ ମିସା ମର୍ ତଲେ ସନିଅମନ୍ ଆଚତ୍ । ଆରି ମୁଇ ଗଟେକ୍ ଲକ୍କେ ଜା ବଲି କଇଲେ, ସେ ଜାଇସି । ବିନ୍ ଲକ୍କେ ଆଉ ବଇଲେ ସେ ଆଇସି । ମର୍ ଗତିଦାଙ୍ଗ୍ଡାକେ ଏଟା କର୍ ବଇଲେ, ସେ ସେଟା କର୍ସି ।”
ଆରି ତାର୍ ବିରଦେ ଗଟେକ୍ କୁଟ୍ ଜଜ୍ନା ଅଇଲାନି ବଲି କବର୍ ସୁନି, ବେଗି ବେଗି ତମର୍ ଲଗେ ପାଟାଇ ଦେବାକେ ଟିକ୍ କଲି, ତାର୍ ବିରଦେ ରଇଲା ଦାବା, ତର୍ ମୁଆଟେ ଜାନାଇବାକେ ତାର୍ ଦାବାଦାରିମନ୍କେ ମୁଇ କଇଲିଆଚି ।”
ତାର୍ ଆର୍କର୍ ଦିନେ ଇଣ୍ଡିଜିବା ସନିଅମନ୍ ଗଡେ ବାଉଡିଗାଲାଇ ଆରି ଗଡାଇ ଜାଉ ସନିଅମନ୍କେ ଜିବାକେ କଇଲାଇ ।