23 ସନିଅମନର୍ ମୁକିଅ ତାର୍ ତଲେ ରଇଲା ଦୁଇଟା ସନିଅକେ ଡାକାଇ କଇଲା, “ଆଜି ରାତି ନଅଟା ବିତ୍ରେ ସିସେରିଆ ଜିବାକେ ଦୁଇସ ସନିଅକେ ତିଆର୍, ଆରି ସତୁରିଟା ଗଡାଇ ଚଗୁମନ୍ ଆରି ଦୁଇ ସଅ ବର୍ଚି ଦାରୁମନ୍କେ ଟିକ୍ କର୍ ।
କୁକ୍ଡା ଡାକେ, ଏଦେ ଦେକା ! ଜିସୁ ପାନି ଉପ୍ରେ ଇଣ୍ଡି ଇଣ୍ଡି ସିସ୍ମନର୍ ଲଗେ ଆଇଲା ।
ଆରି ସେ ଜଦି ମଜାରାତି କି କୁକ୍ଡାଡାକେ ମିସା ଆସି ସେମନ୍କେ, ସେନ୍ତାରି ରଇବାଟା ଦେକ୍ସି, ସେନ୍ତାର୍ଆଲେ ସେ ଦାଙ୍ଗ୍ଡାମନ୍ କେଡେ ନିକ କରମର୍ ଲକ୍ ।
ସନିଅମନର୍ ମୁକିଅ କଇଲା, “ତୁଇ ମକେ ଏ କାତା ଜାନାଇ ଆଚି ବଲି କାକେ କଅ ନାଇ ।” ଏନ୍ତାରି କଇକରି ଦାଙ୍ଗ୍ଡାକେ ପାଟାଇ ଦେଲା ।
ସନିଅମନ୍ ସେ ଆଦେସ୍ ଇସାବେ ପାଉଲ୍କେ ସେ ରାତି ଆନ୍ତିପଟ୍ରିସେ କେଟାଇଦେଲାଇ ।
ତାର୍ ଆର୍କର୍ ଦିନେ ଇଣ୍ଡିଜିବା ସନିଅମନ୍ ଗଡେ ବାଉଡିଗାଲାଇ ଆରି ଗଡାଇ ଜାଉ ସନିଅମନ୍କେ ଜିବାକେ କଇଲାଇ ।
ସନିଅମନ୍ ପାଉଲ୍କେ ଦାରି ସିସେରିଆଇ କେଟ୍ଲାଇ । ତେଇ ସନିଅମନର୍ ମୁକିଅର୍ ଚିଟି ସଙ୍ଗେ ପାଉଲ୍କେ ସାସନ୍କାରିଆର୍ ଆତେ ଜିମାଦେଇଦେଲାଇ ।
ଆମର୍ ନିୟମ୍ ଇସାବେ ଏ ଲକ୍କେ ବିଚାର୍ କର୍ବାକେ ଆମେ ମନ୍ କର୍ତେରଇଲୁ ।
ଚନେକ୍ ଗାଲା ପଚେ ପିଲିପ୍ ଦେକ୍ଲାଜେ ସେ ଅସଦର୍ ବଲି ଗଟେକ୍ ଜାଗାଇ କେଟିଆଚେ । ତେଇଅନି ସେ କାଇସେରିଆଇ ଗାଲା ଆରି ବାଟେ ରଇବା ସଅର୍ମନ୍କେ ସୁବ୍ କବର୍ ଜାନାଇଲା ।