14 ସେମନ୍ ଜାଇକରି ମୁକିଅ ପୁଜାରିମନ୍କେ ଆରି ପାର୍ଚିନ୍ମନ୍ କେ କଇଲାଇ, “ପାଉଲ୍କେ ନ ମରାଇବା ଜାକ ଅରନ୍ପାନି ନ ଚିଉ ବଲି ଆମେ ସପତ୍ କରିଆଚୁ ।
ଆରକର୍ ଦିନର୍ ସାକାଲେ କେତେଟା ଜିଉଦିମନ୍ ଗଟେକ୍ଟାନେ ରୁଣ୍ଡି ଜଜ୍ନା କଲାଇ । ପାଉଲ୍କେ ନ ମରାଇବା ଜାକ ସେମନ୍ ଅରନ୍ପାନି ନ ଚିଉ ବଲି ସପତ୍ କଲାଇ ।
ଚାଲିସ୍ତେଇଅନି ଅଦିକ୍ ଲକ୍ ଏ ଜଜ୍ନା କଲାଇ ।
ଦାଙ୍ଗ୍ଡା କଇଲା, “ପାଉଲର୍ ଟିକିନିକି ବିସଇ ଜାନ୍ବାର୍ ଆଚେ ବଲି ନାଡାଇକରି ତାକେ ଜିଉଦିମନ୍ ବଡ୍ ସବାଇ ନେବାକେ, ତମ୍କେ ଗୁଆରି କର୍ବାଇ ।
ମାତର୍ ତମେ ତାକର୍ କାତା ସୁନା ନାଇ । କାଇକେ ବଇଲେ ଚାଲିସ୍ତେଇଅନି ଅଦିକ୍ ଲକ୍ ଲୁଚିକରି ପାଉଲ୍କେ ମରାଇବାକେ ଜାଗିଆଚତ୍ । ‘ତାକେ ନ ମରାଇବା ଜାକ ଅରନ୍ପାନି ନ କାଉଁ’ ବଲି ସପତ୍ କଲାଇ ଆଚତ୍ । ଏବେ ସେମନ୍ ତମର୍ ଆଦେସ୍ ଦେବାଟାକେ ଜାଗିକରି ଆଚତ୍ ।”