9 ମର୍ସଙ୍ଗ୍ ରଇଲା ଲକ୍ ସେ ଉଜଲ୍ ଦେକ୍ଲାଇ, ମାତର୍ ମର୍ ସଙ୍ଗ୍ କାତା ଅଇବା ଲକର୍ ସର୍ ସୁନି ନାପାର୍ଲାଇ ।
ଏ ରାଜା ଏଗ୍ରିପା, ଅଟାତ୍ ଦିନେକ୍ ମୁଣ୍ଡ୍ବେଲା ଲଗେ, ଜିବାବାଟେ ବେଲ୍ ତାରାସେଅନି ଅଦିକ୍ ଉଜଲ୍ ଦେକ୍ଲି । ସର୍ଗେଅନି ସେ ଉଜଲ୍ ଆସି ମକେ ଆରି ମର୍ ସଙ୍ଗ୍ ଜିବା ଲକର୍ ଚାରିବେଟ୍ତି ବିଚି ଅଇଲା ।”
ସାଉଲର୍ ସଙ୍ଗ୍ ଜିବା ଲକ୍ମନ୍ କାବାଅଇଜାଇ ତେବିଦେଲାଇ, ତାକର୍ ଟଣ୍ଡେଅନି ପଦେକ୍ କାତା ବାରଏ ନାଇ । କଇବା ସବଦ୍ ସେମନ୍ ସୁନ୍ଲାଇ, ମାତର୍ କାକେ ଦେକି ନାପାର୍ଲାଇ ।