4 ମାପ୍ରୁର୍ ବାଟେ ଜିବା ଲକ୍ମନ୍କେ ମାର୍ଦାର୍ କରି ସେମନ୍କେ ମରାଇଦେଇତେ ରଇଲି । ମାଇଜିଟକି ମୁନୁସ୍ପିଲା ସବୁକେ ବାନ୍ଦିକରି ବନ୍ଦି ଗରେ ପୁରାଇ ଦେଇତେ ରଇଲି ।
ଆମେ ତାର୍ଲଗେ ଗାଲାକେ, ସେ ପାଉଲ୍ ବଲି କିର୍କିରି ଆମର୍ ପଚ୍ ପଚ୍ ଆଇଲା । ଆରି କଇଲା, “ଏ ଲକ୍ମନ୍ ସବୁର୍ଟାନେଅନି ବଡ୍ ପରମେସରର୍ ସେବାକରୁମନ୍ । ତମେ କେନ୍ତି ମୁକ୍ତି ପାଇସା, ଏ କାତା ସେମନ୍ କଇଲାଇନି ।”
ପାର୍ତନା ଗରେ ସେ ନ ଡର୍ତେ ସିକିଆ ଦେବାକେ ଲାଗ୍ଲା । ତାର୍ ସିକିଆ ସୁନି ପିରିସ୍କିଲା ଆରି ଆକିଲା ତାକର୍ ନିଜର୍ ଗରେ ଡାକିନେଲାଇ ଆରି ତେଇ ପରମେସରର୍ ବାଟ୍ ବିସଇ ଅଦିକ୍ ବୁଜାଇଦେଲାଇ ।
ଏତ୍କି ବିତ୍ରେ ମାପ୍ରୁ ଦେକାଇରଇବା ବାଟ୍ ବିସଇ ନେଇ, ଗଟେକ୍ ବେସି ବଡ୍ ଗଣ୍ଡ୍ଗଲ୍ ଅଇବାଟା ଉବଜ୍ଲା ।
ମାତର୍ ସେମନର୍ ବିତ୍ରେଅନି କେତେକ୍ ଲକର୍ ମନ୍ ଡାଟ୍ ରଇଲା । ସେମନ୍ ବିସ୍ବାସ୍ କରତ୍ନାଇ । ଦଲର୍ ସବୁ ଲକର୍ ମୁଆଟେ ସେମନ୍ ମାପ୍ରୁର୍ ବାଟ୍ ବିସଇନେଇ, ତିପୁଲ୍ କାତା କଇଲାଇ । ସେଟାର୍ପାଇ ପାଉଲ୍ ସେମନ୍କେ ଚାଡି, ବିସ୍ବାସିମନ୍କେ ନେଇ, ସବୁ ଦିନ୍ ଟିରାନସ୍ ନାଉଁର୍ ଗରେ ନିଆଇ କର୍ବାର୍ ଦାର୍ଲାଇ ।
ଏଲେ ମିସା ମୁଇ ତମର୍ ଲଗେ ରାଜି ଅଇଲିନି ଜେ, ଜନ୍ ବାଟ୍ ସେମନ୍ ମିଚ୍ ବଲି କଇଲାଇନି, ସେ ବାଟେ ଜାଇ, ଆମର୍ ଆନିଦାଦିମନର୍ ପରମେସର୍କେ ପାର୍ତନା କଲିନି । ମାତର୍ ମୁଇ ମିସା ମସାର୍ ରିତିନିତି ଆରି ବବିସତ୍ବକ୍ତାମନର୍ ସାସ୍ତରେ ଲେକାଅଇଲା ସବୁ ବିସଇ ବିସ୍ବାସ୍ କଲିନି ।
ତାକେ ନଅରର୍ ବାଇରେ ଜିକିନେଇକରି ତାର୍ ଉପ୍ରେ ପାକ୍ନା ସଙ୍ଗ୍ ମାର୍ବାର୍ ଦାର୍ଲାଇ । ସାକି ଦେଉମନ୍ ତିପାନ୍ ପିନ୍ଦିରଇଲା ବସ୍ତର୍ ସାଉଲ୍ ନାଉଁର୍ ଗଟେକ୍ ଦାଙ୍ଗ୍ଡାକେ ଜିମାଦେଇ ଚାଡି ଜାଇରଇଲାଇ ।
ଜନ୍ ଲକ୍ମନ୍ ତାର୍ କାତା ସୁନ୍ଲାଇ, କାବାଅଇଜାଇକରି ପାଚାର୍ଲାଇ, “ଜିରୁସାଲମେ ଜିସୁକେ ବିସ୍ବାସ୍ କରି ପାର୍ତନା କର୍ବା ଲକ୍ମନ୍କେ ଜନ୍ଲକ୍ ମରାଇତେ ରଇଲା, ଏ କାଇ ସେ ଲକ୍ ନଏଁ କି ? ସେମନ୍କେ ମୁକିଅ ପୁଜାରିମନର୍ ଲଗେ ଦାରିନେବାକେ ସେ କାଇ ଇତି ଆସି ନ ରଇଲା କି ?”
ସବୁ ପେରିତ୍ ସିସ୍ମନର୍ ବିତ୍ରେ ଅନି ମୁଇସେ ସାନ୍ । ପେରିତ୍ ବଲି ଡାକାଇ ଅଇବାକେ ମର୍ ଅଦିକାର୍ ନାଇ । କାଇକେବଇଲେ ପର୍ମେସରର୍ ମଣ୍ଡ୍ଲିର୍ ବିସ୍ବାସିମନ୍କେ ମୁଇ କସ୍ଟ ଦେଇତେ ରଇଲି ।
ଆଗ୍ତୁ ମୁଇ ଜିଉଦି ଦରମ୍ ନାମ୍ବା ବେଲାଇ ଜେନ୍ତିକି ଜିଇତେ କାଇତେ ରଇଲି । ପାର୍ତନା କର୍ବାକେ ରୁଣ୍ଡ୍ବା ଲକ୍ମନ୍କେ କେନ୍ତି କସ୍ଟ ଦେଇତେ ରଇଲି ଆରି ସେଟାମନ୍ ନସ୍ଟ କର୍ବାକେ କେନ୍ତି ଚେସ୍ଟା କରିରଇଲି, ଏଟା ସବୁ ବିସଇ ତମ୍କେ ଜାନାଇଦିଆଅଇଆଚେ ।
ପର୍ମେସର୍ ମନ୍କଲାଟା ପୁରାପୁରୁନ୍ କର୍ବାକେ ମୁଇ ବେସି ମନ୍ କଲି ଆରି ସେନ୍ତାରି କରୁ କରୁ ଜିସୁର୍ ସିସ୍ମନ୍କେ କସ୍ଟ ଦେଲି । ଆମର୍ ଜିଉଦି ନିୟମ୍ ସବୁ ପୁରାପୁରୁନ୍ ମାନ୍ଲାର୍ ପାଇ ଜଦି ଗଟେକ୍ ଲକ୍ ଦରମ୍ ଅଇପାର୍ତା ବଇଲେ, ମୁଇ ସେନ୍ତାରି ଅଇତି । କାଇକେବଇଲେ ମୁଇ ସେ ସବୁ ନିୟମ୍ ମାନ୍ତେରଇଲି ।
ବିସ୍ବାସି ବଲାଇଅଇବା ବେସି ଲକ୍ମନ୍ ତାକର୍ କାରାପ୍ ଚଲାଚଲ୍ତି ଦାର୍ବାଇ ଆରି ସତ୍ ବାଟର୍ ବିସଇନେଇ କାରାପ୍ କାତା କଇ ବୁଲ୍ବାଇ ।