27 ସନିଅମନର୍ ମୁକିଅ ପାଉଲର୍ ଲଗେ ଜାଇ ପାଚାର୍ଲା, “ସତଇସେ ତମେ କାଇ, ରମିଅ ଲକ୍ କି ?” ପାଉଲ୍ ଉତର୍ ଦେଲା “ଉଁ ।”
ତାର୍ ପଚେ ରମିୟ ସନିଅମନ୍, ସନିଅ ମନର୍ ମୁକିଅ ନେତାମନ୍ ଆରି ମନ୍ଦିର୍ ଜାଗୁଆଲ୍ମନ୍ ଜିସୁକେ ଦାରି ବାନ୍ଦ୍ଲାଇ ।
ମାତର୍ ସେମନ୍ ତାକେ କର୍ଡା ମାର୍ବାକେ ବାନ୍ଦିରଇଲା ବେଲେ, ପାଉଲ୍ ତେଇ ରଇବା ଗଟେକ୍ ଅଦିକାରିକେ କଇଲା, “କାଇ ଦସ୍ ନ ରଇକରି ଏବେ ଜାକ ବିଚାର୍ନା ନ ଅଇରଇବା ଗଟେକ୍ ରମିଅ ଲକ୍କେ କର୍ଡା ସଙ୍ଗ୍ ମାର୍ବାଟା, ଏଟା ତୁଇ ନିୟମ୍ ମାନ୍ଲୁସ୍ନି କି ?”
ଏ କାତା ସୁନିକରି ସନିଅ ଗାଲା ଆରି ସନିଅମନର୍ ମୁକିଅକେ କଇଲା, “ତୁଇ କାଇଟା କଲୁସ୍ନି? ଏ ଗଟେକ୍ ରମିଅ ଲକ୍ !”
ସେନାପତି କଇଲା, “ମୁଇ ରମିଅ ସର୍କାର୍କେ ଡାବୁ ଦେଇକରି ଗଟେକ୍ ରମିଅ ଲକ୍ ଅଇଲି ଆଚି ।” ପାଉଲ୍ କଇଲା “ମାତର୍ ମୁଇ ଜନମ୍ କଲାବେଲେଅନି ରମିଅ ଲକ୍ ।”