24 ରମିୟ ସନିଅମନର୍ ମୁକିଆ ପାଉଲ୍କେ ଗଡ୍ ବିତ୍ରେ ଦାରିଜିବାକେ ସନିଅମନ୍କେ ତିଆର୍ଲା ଆରି ଜିଉଦିମନ୍ କାଇକେ ତାର୍ ବିରୁଦେ ଆଉଲି ଅଇଲାଇନି, ସେଟା ଜାନ୍ବାକେ ପାଉଲ୍କେ କର୍ଡା ସଙ୍ଗ୍ ମାର୍ବାକେ ଆଦେସ୍ ଦେଲା ।
ତାର୍ ପଚେ ପିଲାତ୍ ଜିସୁକେ ନେଇ କର୍ଡା ସଙ୍ଗ୍ ମାରା ବଲି ଆଦେସ୍ ଦେଲା ।
ମାତର୍ ପାଉଲ୍ ସନିଅମନ୍କେ କଇଲା, “କାଇମିସା ଅପ୍ରାଦେ ଦସି ଅଇ ନ ରଇଲେ ମିସା, ସେମନ୍ ଆମ୍କେ ଲକ୍ମନର୍ ମୁଆଟେ ମାର୍ଲାଇ । ଆମେ ରମିଅ ଲକ୍, ମାତର୍ ସେମନ୍ ଆମ୍କେ ବନ୍ଦି କଲାଇ । ଏବେ ଆମ୍କେ ଲୁଚ୍ତେ ଚାଡିଦେବାକେ ମନ୍ କଲାଇନି । ଏଟା କର୍ବାକେ ଆମେ ନ ଦେଉଁ । ରମିୟ ଅଦିକାରି ନିଜେ ଆସି ଇତି ଆମ୍କେ ମୁକ୍ଲାଅ ।”
ଲକ୍ମନର୍ ମାନ୍ଦାଇଅନି କେ କେତେ ରକାମ୍ କାତା କଇ ଆଉଲିଅଇଲାଇ । ଏନ୍ତି କିରମାର୍ ଅଇଲା ଜେ, ସନିଅମନର୍ ମୁକିଆ, ସତ୍ସେ, ଏ ଗଟ୍ନା କାଇକେ ଅଇଲା ବଲି ବୁଜିନାପାର୍ଲା । ସେଟାର୍ପାଇ ସେ ପାଉଲ୍କେ ଗଡ୍ବିତ୍ରେ ଦାରିଜିବାକେ ସନିଅମନ୍କେ ଆଦେସ୍ ଦେଲା ।
ପାଉଲ୍କେ ସନିଅମନ୍ ଗଡ୍ବିତ୍ରେ ନେବାବେଲେ ସେ ସନିଅମନର୍ ମୁକିଆକେ କଇଲା, “ମୁଇ ତମର୍ ସଙ୍ଗ୍ କାତା ଅଇପାର୍ବି କି ?” ସନିଅମନର୍ ମୁକିଆ କଇଲା, “ତୁଇତା ଗିରିକ୍ କଇଲୁସ୍ନି ।
ତାକର୍ ଦଦାପେଲା ଅଦିକ୍ ଅଦିକ୍ ଅଇଗାଲାକେ ଲକ୍ମନ୍ ପାଉଲ୍କେ ଗନ୍ଦାଗନ୍ଦା କରି ଚିରି ପାକାଇବାଇ ବଲି ସନିଅମନର୍ ମୁକିଅ ଡର୍ଲା । ତେବେ ସେ ଗଣ୍ଡ୍ଗଲ୍ ଅଇବା ଲକ୍ମନର୍ ବିତ୍ରେଅନି ପାଉଲ୍କେ ରକିଆ କରି ଗଡ୍ ବିତ୍ରେ ଦାରି ଜିବାକେ ସନିଅମନ୍କେ ତିଆର୍ଲା ।
ଆଗିଆ, ଜିଉଦିମନ୍ ଏ ଲକ୍କେ ଦାରି ତାକେ ମର୍ତେ ମାରିଦେବାକେ ଚେସ୍ଟା କର୍ତେ ରଇଲାଇ । ସେ ଗଟେକ୍ ରମିୟ ଲକ୍ ବଲି ଜାନ୍ଲା ପଚେ, ମୁଇ ତାକେ ମର୍ ସନିଅମନ୍ ସଙ୍ଗେ ତାକେ ରକିଆ କଲି ।
ମକେ ପାଚାର୍ ଉଚାର୍ କଲା ପଚେ ମରନ୍ ଡଣ୍ଡ୍ ପାଇବା ଏତ୍କି କାଇ ଅପ୍ରାଦ୍ କରେ ନାଇ ବଲି ଜାନ୍ଲାଇ । ପଚେ ରମିଅ ଲକ୍ମନ୍ ମକେ ମୁକ୍ଲାଇବାକେ ମନ୍ କର୍ତେ ରଇଲାଇ ।
କେତେଟା ମାଇଜିମନ୍ ମିସା ତାକର୍ ବିସ୍ବାସର୍ ଲାଗି ସେମନର୍ କୁଟୁମର୍ ଲକ୍ମନ୍କେ ମଲାତେଇଅନି ଜିବନ୍ ଅଇତେ ମିଲାଇଲାଇ । ବିସ୍ବାସିମନ୍କେ ବନ୍ଦିକରି ନେଲାଇ । ସେମନ୍ ମର୍ବାଜାକ ଦୁକ୍ କସ୍ଟ ପାଇଲେ ମିସା ତାକର୍ ବିସ୍ବାସ୍ ଚାଡତ୍ ନାଇ । ଆଇବା ଦିନ୍ମନ୍କେ ଅଦିକ୍ ନିକ ଜିବନ୍ ପାଇବୁ ବଲି ସେନ୍ତାରି ଅଇକରି ମଲାଇ ।