19 ମୁଇ କଇଲି “ମାପ୍ରୁ, ମୁଇ ପାର୍ତନା ଗର୍ମନ୍କେ ଜାଇ, ତମ୍କେ ବିସ୍ବାସ୍ କର୍ବା ଲକ୍ମନ୍କେ, କେନ୍ତାରି ବନ୍ଦି କରି ରଇଲି ଆରି ମାଡ୍ ମାରି ରଇଲି, ଏଟା ସେମନ୍ ନିକ ସଙ୍ଗ୍ ଜାନତ୍ ।
ମାତର୍ ଜାଗ୍ରତ୍ ଅଇରୁଆ, କାଇକେ ବଇଲେ ଲକ୍ମନ୍ ସେମନର୍ ବିଚାର୍ କର୍ବା ଜାଗାମନର୍ତେଇ ତମ୍କେ ସର୍ପିଦେବାଇ ଆରି ପାର୍ତନା ଗର୍ମନ୍କେ ତମ୍କେ କର୍ଡା ମାର୍ବାଇ ।
ମାପ୍ରୁର୍ ବାଟେ ଜିବା ଲକ୍ମନ୍କେ ମାର୍ଦାର୍ କରି ସେମନ୍କେ ମରାଇଦେଇତେ ରଇଲି । ମାଇଜିଟକି ମୁନୁସ୍ପିଲା ସବୁକେ ବାନ୍ଦିକରି ବନ୍ଦି ଗରେ ପୁରାଇ ଦେଇତେ ରଇଲି ।
ମାତର୍ ସାଉଲ୍ ମଣ୍ଡଲିକେ କୁରୁପ୍ନାସ୍ କର୍ବାକେ ଚେସ୍ଟା କଲା । ସେ ଗରେ ଗରେ ଜାଇ ଜିସୁକେ ବିସ୍ବାସ୍ କର୍ବା ମୁନୁସ୍ ପିଲା ଆରି ମାଇଜି ଟକିମନ୍ ସବୁକେ ଜିକି ଆନି ବନ୍ଦି ଗରେ ପୁରାଇ ଦେଲା ।
ସେ ସବୁ ଗଟ୍ବା ବେଲେ, ସାଉଲ୍ ମାପ୍ରୁର୍ ସିସ୍ମନ୍କେ ମରାଇଦେବି ବଲି ଦମ୍କାଇତେ ରଇଲା । ସେ ବଡ୍ ପୁଜାରିର୍ ଲଗେ ଗାଲା ।