17 “ମୁଇ ଜିରୁସାଲମେ ବାଉଡି ଜାଇ, ତେଇର୍ ମନ୍ଦିରେ ପାର୍ତନା କର୍ବାବେଲେ, ମକେ ମାପ୍ରୁର୍ ଦର୍ସନ୍ ମିଲ୍ଲା ।
ସେନ୍ତାରି ମୁଇ ପର୍ତମେ ଦାମାସ୍କସେ ଆରାମ୍କରି ତାର୍ପଚେ ଜିରୁସାଲାମେ, ପଚେ ଜିଉଦାର୍ ସବୁବାଟେ ଆରି ଜିଉଦିନଇଲା ଲକ୍ମନର୍ ବିତରେ ମାପ୍ରୁର୍ ବିସଇ ଜାନାଇଲି । ଜେନ୍ତି କି ସେମନ୍ କରିରଇବା ପାପ୍ ଏତାଇ, ଦୁକ୍କରି ମାପ୍ରୁର୍ବାଟେ ବାଅଡ୍ବାଇ । ଆରି ସେମନ୍ ଜନ୍ଟା ମାନିଆଇଲାଇ ଆଚତ୍, ସେଟା ତାକର୍ ଚଲାଚଲ୍ତିଅନି ଜାନିଅଇସି ।
ଚିନର୍ ଲାଗି, କାବାଅଇଜିବା କାମର୍ଲାଗି ଆରି ସୁକଲ୍ଆତ୍ମାର୍ ବପୁର୍ଲାଗି ଏଟା ସବୁ କଲାଆଚେ । ସେଟାର୍ ପାଇ ମୁଇ ଜିରୁସାଲମେଅନି ଇଲିରିକମ୍କେ ଗାଲାବେଲେ ବାଟେ କିରିସ୍ଟର ସୁବ୍କବର୍ ପୁରାପୁରୁନ୍ ଜାନାଇଲି ଆଚି ।
ଆରି ତିନ୍ ବରସ୍ ପଚେ ମୁଇ ପିତର୍କେ ବେଟ୍ ଅଇବାକେ ଜିରୁସାଲାମେ ଗାଲି । ତେଇ ତାର୍ସଙ୍ଗ୍ ଦୁଇ ଆଟ୍ ରଇଲି ।
ପର୍ମେସର୍ ସେ ଜାନାଇ ନରଇଲା ବିସଇ ମକେ ଜାନାଇ ଆଚେ । ଏ ବିସଇ ମୁଇ ଆଗ୍ତୁ ତମ୍କେ ଅଲପ୍ ଲେକି ରଇଲି ।
ଆମେ ମିସିକରି ତାକେ ଆରାଦନା କର୍ବା ମାପ୍ରୁର୍ ଦିନେ, ତାର୍ ଆତ୍ମା ମକେ ଦାରିରଇଲା । ଆରି ଜବର୍ ଅଇତେ ମଇରି ବାଜ୍ଲା ପାରା ମର୍ ପଚ୍ବାଟେ ସୁନ୍ଲି ।