13 ସେ ମର୍ଲଗେ ଆସି ଟିଆଅଇ କଇଲା, “ବାଇ ସାଉଲ୍, ତୁଇ ଆଁକି ଆରି ତରେକ୍ ଦେକ୍ ।” ଟିକ୍ ସେ ଦାପ୍ରେ, ମୁଇ ଆରି ତରେକ୍ ଦେକ୍ବା ବପୁ ପାଇଲି ।
ଆରି ଏବେ ସେ ଅବ୍କା ଗତିଦାଙ୍ଗ୍ଡା ନଏଁ, ମାତର୍ କିରିସ୍ଟର୍ ଲାଗି ଗଟେକ୍ ଆଲାଦର୍ ବାଇ ଅଇଆଚେ । ମୁଇ ତାକେ ବେସି ଆଲାଦ୍ କଲିନି । କିରିସ୍ଟର୍ ଲାଗି ଗଟେକ୍ ବାଇ ଇସାବେ ଆରି ଗତିଦାଙ୍ଗ୍ଡା ଇସାବେ ସେ ତର୍ପାଇ କେତେକ୍ ଅଦିକ୍ ଆଲାଦର୍ ଲକ୍ ଅଇସି ।