11 ସେ ଉଜଲ୍ ଏତେକ୍ ଉଜଲ୍ ରଇଲା ଜେ, ସେ ଉଜଲର୍ ବପୁ ସଙ୍ଗ୍, ମୁଇ କାଣା ଅଇଜାଇରଇଲି । ସେଟାର୍ପାଇ ମର୍ ସଙ୍ଗ୍, ଜିବା ଲକ୍ମନ୍, ମର୍ ଆତେ ଦାରି, ମକେ ଦାମାସ୍କସେ ଡାକିନେଲାଇ ।
ଏଟାର୍ପାଇ ତମର୍ ଗୁଲାଇ ଗାଗଡ୍ ଜଦି ଉଜଲ୍ ଅଇସି ଆରି ତେଇର୍ କଣ୍ଡେକ୍ ମିସା ଆନ୍ଦାର୍ ନ ରଏ, ସେନ୍ତାର୍ଅଇଲେ, ବତି ଜେନ୍ତି ଜଗ୍ଜଗି ଜାଇ ଉଜଲ୍ ଦେଇସି, ସେନ୍ତାରି ତମର୍ ଗୁଲାଇ ଗାଗଡ୍ ଉଜଲ୍ ଅଇସି ।”
ଏବେ ମାପ୍ରୁର୍ ଆତେ ଡଣ୍ଡ୍ ପାଇସୁ । ତୁଇ କାଣା ଅଇଜାଇକରି ଚନେକର୍ପାଇ ବେଲର୍ ଉଜଲ୍ ଦେକି ନାପାରୁସ୍ ।” ସେଦାପ୍ରେ ଏଲିମାସର୍ ଆଁକି ଦୁଉଁରି ଆନ୍ଦାର୍ ଅଇଗାଲାପାରା ଲାଗ୍ଲା । ଆରି ତାକେ ଆତେ ଦାରି ଡାକିନେବାକେ ଗଟେକ୍ ଲକ୍କେ ଏନେତେନେ ଆଣ୍ଡାଲି ଅଇ କଜି ବୁଲ୍ଲା ।