ପେରିତ୍ 21:8 - ସତିଅର୍ ବାଟ୍ ନୁଆ ନିୟମ୍ 20208 ଆର୍କର୍ ଦିନେ ଆମେ ସେ ଜାଗା ଚାଡି, ସିସେରିଆ ନାଉଁର୍ ଜାଗାଇ କେଟ୍ଲୁ, ତେଇ ମାପ୍ରୁର୍ କାତା ଜାନାଇବା, ପିଲିପର୍ ଗରେ ରଇଲୁ, ଜିରୁସାଲମେ ସେବା କର୍ବାକେ ବାଚାଇଅଇରଇବା ସାତ୍ ଲକର୍ ବିତ୍ରେଅନି, ପିଲିପ୍ ଗଟେକ୍ ଲକ୍ ରଇଲା । အခန်းကိုကြည့်ပါ။ |
ଦଲର୍ ସବୁ ଲକ୍ ପେରିତ୍ ସିସ୍ମନର୍ କଇଲା କାତାଇ ରାଜିଅଇଲାଇ, ଆରି ଏ କାମ୍ କର୍ବାକେ ବିସ୍ବାସ୍ ଆରି ସୁକଲ୍ ଆତ୍ମାଇ ପୁରୁନ୍ ଅଇରଇବା ତିପାନ୍ ନାଉଁର୍ ଗଟେକ୍ ଲକ୍, ଆରି ପିଲିପ୍, ପକ୍ରସ୍, ନିକାନର, ତିମନ୍, ପର୍ମନା ଆରି ଆଗେ ଜିଉଦି ଦରମ୍ ବିସ୍ବାସ୍ କରିରଇବା, ଆନ୍ଟିକିୟଇ ଅନି ଆସିରଇବା ଗଟେକ୍ ଜିଉଦି ନ ଅଇଲା, ନିକଲାୟକେ ବାଚ୍ଲାଇ ।