6 ତାର୍ପଚେ ଆମେ ସେମନର୍ ସଙ୍ଗ୍, ଜୁଆର୍ବେଟ୍ ଅଇ ଜାଜେ ଚଗ୍ଲୁ, ସେମନ୍ ଗରେ ବାଉଡି ଗାଲାଇ ।
ଆରି ସେ ଜାଗା ଚାଡି ବାବାର୍ ଲଗେ ଜିବାକେ ବାରଇଲା । ମାତର୍ ସେ ପିଲା ଦୁରିକେ ରଇଲାବେଲେ ବାବା ତାକେ ଦେକ୍ଲା । ତାକେ ଦେକି ବେସି କଲିକରମ୍ ଅଇ, ତାର୍ ଲଗେ ପାଲାଇ ଆସି ପାଟାଲିକରି ଚୁମ୍ଲା ।
ସେ ତାର୍ ନିଜର୍ ଲକ୍ମନର୍ ଟାନେ ଆଇଲା, ମାତର୍ ତାର୍ ନିଜର୍ ଲକ୍ ଇସ୍ରାଏଲର୍ ପିଲାଜିଲା ତାକେ ନାମତ୍ନାଇ ।
ଦେକା, ଏନ୍ତି ବେଲା ଆଇଲାନି, ଉଁ ସେ ବେଲା କେଟ୍ଲା ଆଚେ, ତମେ ମକେ ଗଟେକ୍ ଲକ୍କେ ଚାଡି, ଏନେ ତେନେ ଅଇକରି ନିଜର୍ ନିଜର୍ ଗରେ ଉଟିପାଲାଇସା । ଏଲେମିସା ମୁଇ ଗଟେକ୍ ଲକ୍ ନାଇ, ସବୁବେଲା ମର୍ ସଙ୍ଗ୍ ବାବା ଆଚେ ।
ତାର୍ ପଚେ ସେ ସିସ୍କେ କଇଲା “ଏଦେ ଦେକା ! ତର୍ ଆୟା !” ସେଦିନେ ଅନି ସେ ସିସ୍ ଜିସୁର୍ ମାକେ ନିଜର୍ ଗରେ ଡାକିନେଲା ।
ତାର୍ ପଚେ ତେଇ ରଇଲା ଲକ୍ମନ୍ ସେ ଜାଗା ଚାଡିକରି ନିଜର୍ ନିଜର୍ ଗରେ ବାଉଡି ଗାଲାଇ ।
ମାତର୍ ଆମର୍ ବାଇ ତିତସ୍କେ ବେଟ୍ ନ ଅଇଲି ଜେ ମର୍ ମନେ ମନେ ବେସି ଚିନ୍ତା ରଇଗାଲା । ତେବର୍ ପାଇ ମୁଇ ତେଇର୍ ଲକ୍ମନ୍କେ ଗାଲିନିବେ ବଲି ତେଇଅନି ମାକିଦନିଆଇ ଉଟିଗାଲି ।