29 ସେମନ୍ ଗଡ୍ ବିତ୍ରେ ଏପିସସର୍ ତର୍ପିମ୍କେ ପାଉଲ୍ ସଙ୍ଗ୍ ଦେକି ରଇଲାର୍ ପାଇ ବାବ୍ଲାଇ ଜେ, ପାଉଲ୍ ତାକେ ମନ୍ଦିରେ ନେଲା ଆଚେ ବଲି ।
ସେମନ୍ ଏପିସିସ୍ତେଇ କେଟ୍ଲା ପଚେ ପାଉଲ୍ ପିରିସ୍କିଲା ଆରି ଆକିଲାକେ ପାଟାଇଦେଲା । ତେଇ ସେ ପାର୍ତନା ଗରେ ଜାଇ ଜିଉଦିମନର୍ ସଙ୍ଗ୍ କାତାବାର୍ତା ଅଇଲା ।
ଜିବା ବେଲାଇ ସେ ସେମନ୍କେ କଇଲା, “ଜଦି ପରମେସର୍ ମନ୍ କଲେ, ତମର୍ ଲଗେ ବାଉଡି ଆଇବି ।” ତାର୍ ପଚେ ସେ ଏପିସେ ଅନି ଜାଜେ ଚଗି ଗାଲା ।
ଆପଲ୍ କରନ୍ତିଏ ରଇଲାବେଲେ, ପାଉଲ୍ ସେ ରାଇଜର୍ ଉପର୍ ବାଗେ ବୁଲି ସାରାଇ, ଏପିସିଏ କେଟ୍ଲା । ତେଇ ସେ କେତେଟା ସିସ୍ମନ୍କେ ବେଟ୍ ଅଇଲା ।
ବେରିଆତେଇ ରଇବା ପୁରର୍ ପଅ ସପାତର୍, ତେସ୍ଲନିକିୟ ଆରିସ୍ତାକସ୍ ଆରି ସେକୁଦ୍, ଦର୍ବିର୍ ଗାୟ, ଏସିଆ ଦେସର୍ ତୁକିକ୍, ତର୍ପିମ୍ ଆରି ତିମତି ।
ଏରାସ୍ତ କରନ୍ତିଅ ନଅରେ ଆଚେ । ଆରି ତର୍ପିମସ୍କେ ଜର୍ ଅଇଲାକେ ମୁଇ ତାକେ ମିଲିତି ଚାଡିଦେଇ ଆସିଆଚି ।