26 ତାର୍ ପର୍ଦିନେ ପାଉଲ୍ ସେ ଚାର୍ ଲକର୍ ସଙ୍ଗ୍ ସୁକଲ୍ ଅଇବା ବିଦି ମାନ୍ଲା । ତାର୍ ପଚେ ସେ ମନ୍ଦିରେ ଜାଇ ସୁକଲ୍ ଅଇବା କାମ୍ କେବେ ସାର୍ସି, ଆରି କେଡେବଲ୍ ବିରୁ କର୍ବାଟା ଅଇସି, ସେଟା ଜାନାଇଦେଲା ।
ଜିଉଦିମନର୍ ନିସ୍ତାର୍ ପରବ୍ କେଟିଆଇଲା । ସେ ପରବ୍ ଅଇବା ଆଗ୍ତୁ ନିଜେ ନିଜେ ସୁକଲ୍ ଅଇବାକେ ଗୁଲାଇ ରାଇଜର୍ ଲକ୍ମନ୍ ନିସ୍ତାର୍ ପରବ୍ ଆଗ୍ତୁ ଜିରୁସାଲାମ୍ ଜିବାକେ ବାଟ୍ଦାର୍ଲାଇ ।
ସେମନର୍ ସଙ୍ଗ୍ ଜାଆ । ସୁକଲ୍ ଅଇବା ବିଦି ମାନ୍ବାତେଇ ସେମନର୍ ସଙ୍ଗ୍ ମିସା ଆରି ସେମନର୍ କର୍ଚା ଦେ । ତାର୍ପଚେ ସେମନ୍ ନିଜର୍ ନିଜର୍ ମୁଣ୍ଡ୍ କୁରାଇ ଅଅତ୍ । ଇତିଅନି ଜାନାପଡ୍ସି ଜେ, ତମର୍ ବିସଇ ବାରଇରଇବା କାଇମିସା କବର୍ ସତ୍ ନଏଁ, ମାତର୍ ତମେ ମସାର୍ ରିତିନିତି ଇସାବେ ଜିବନ୍ ଜିଇଲାସ୍ନି ।
ମୁଇ ନିର୍ମଲ୍ ଅଇବା ବିଦି ସାରାଇଲା ବେଲେ, ସେମନ୍ ମକେ ମନ୍ଦିରେ ଦେକ୍ଲାଇ । ସେଡ୍କିବେଲେ ମର୍ ଲଗେ ବେସି ଲକ୍ ନ ରଇଲାଇ କି କାଇମିସା ଗଣ୍ଡ୍ଗଲ୍ ଅଇ ନ ରଇଲା ।
ମୁଇ ଜିଉଦି ଲକ୍ମନ୍କେ ପାଇବାକେ, ତାକର୍ ପାରା ଚଲାଚଲ୍ତି କଲିନି, ଜେନ୍ତିକି ମୁଇ ସେମନ୍କେ କିରିସ୍ଟର୍ ବାଟେ ଆନିପାର୍ବି । ମୁଇ ଜଦି ମସାର୍ ନିୟମର୍ ତଲିଆର୍ ନ ଅଇରଇଲେ ମିସା, ସେମନ୍କେ କିରିସ୍ଟର୍ ବାଟେ ଆନ୍ବାକେ, ନିୟମ୍ ମାନ୍ବା ଲକର୍ ପାରା ଚଲାଚଲ୍ତି କଲିନି ।