ପେରିତ୍ 21:25 - ସତିଅର୍ ବାଟ୍ ନୁଆ ନିୟମ୍ 202025 ମାତର୍ ଜିଉଦି ନ ଅଇଲା ଲକ୍ମନ୍ ବିସ୍ବାସି ଅଇଆଚତ୍ । ସେମନ୍କେ ଗଟେକ୍ ଚିଟି ଲେକି ଉପ୍ଦେସ୍ ଦେଲୁଆଚୁ ଜେ, ଆମର୍ କଇଲା କାତା ଇସାବେ, ସେମନ୍ ପୁତ୍ଲାମନ୍କେ ବିରୁକଲା କାଦି ନ କାଅତ୍, ବନି ନ କାଅତ୍, ଟଟ୍ରି ପିଚ୍କି ମରାଇରଇବା ପସୁର୍ ମାଉଁସ୍ ନ କାଅତ୍ ଆରି ବିନ୍ ମାଇଜିମନର୍ ସଙ୍ଗ୍ ପାପ୍ କାମ୍ କର୍ବାଟାନେଅନି ଦୁରିକେ ରଅତ୍ ।” အခန်းကိုကြည့်ပါ။ |