14 ଆମେ ତାକେ ବୁଜାଇ ନାପାରି, ତେଇଅନି ଚିମ୍ରାଇ ଅଇ କଇଲୁ “ମାପ୍ରୁ ମନ୍ କଲାଟା ପୁରାପୁରୁନ୍ ଅ ।”
ଜିସୁ ତାକର୍ ଟାନେଅନି କଣ୍ଡେକ୍ ଦୁରିକେ ଜାଇ ବୁଏଁ ଉମ୍ତାଡିଅଇ ପାର୍ତନା କଲା, “ବାବା ଜଦି ଅଇସି ବଇଲେ ଏ ଦୁକ୍ ପୁରୁନର୍ ମୁତା ମର୍ଟାନେଅନି ଦାରି ଜା, ମାତର୍ ମୁଇ ମନ୍ କଲାଟା ନଏଁ, ତମେ ମନ୍ କଲାଟା ପୁରାପୁରୁନ୍ ଅ ।”
ଜିସୁ ଆରି ତରେକ୍ ଜାଇ ପାର୍ତନା କଲା, “ଏ ମର୍ ବାବା ଜଦି ଏ ଦୁକର୍ ମୁତା ମର୍ଟାନେଅନି ନ ନେଲେ, ମୁଇ ସେଟା କାଇବାକେ ସେ ପଡ୍ସି । ମାତର୍ ମୁଇ ମନ୍ କଲାଟା ନାଇ, ତମେ ମନ୍ କଲାଟା ପୁରାପୁରୁନ୍ ଅ ।”
ତମର୍ ସାସନ୍ ଆସ । ସର୍ଗେ ତମର୍ ମନ୍ କଲାଟା ଜେନ୍ତାରି ସିଦ୍ ଅଇଲାନି, ଏ ରାଇଜେ ମିସା ସେନ୍ତାରି ତମେ ମନ୍ କଲାଟା ସିଦ୍ ଅ ।
ଜିସୁ ସେମନ୍କେ କଇଲା, ଜେଡେବେଲେ ତମେ ପାର୍ତନା କର୍ସା, ସେଡ୍କିବେଲେ କୁଆ, “ବାବା ତମର୍ ନାଉଁ ସୁକଲ୍ବଲି ସବୁଲକ୍ ମାନତ୍ । ତମର୍ ରାଇଜ୍ ଆସ ।
“ଏ ବାବା, ତୁଇ ମନ୍କଲେ ଏ କସ୍ଟର୍ ମୁତା ମର୍ତେଇଅନି ଦୁରିକେ ନେ । ମାତର୍ ମୁଇ ମନ୍ କଲା ଇସାବେ ନାଇ, ତର୍ ମନ୍କଲା ଇସାବେ ସିଦ୍ ଅ ।”