1 ସେମନ୍କେ ପାଟାଇଦେଇକରି ଆମେ ତେଇଅନି ଜାଜେ ଚଗି ସିଦା କସ୍ ନାଉଁର୍ ଜାଗାଇ କେଟ୍ଲୁ । ତାର୍ ଆର୍କର୍ ଦିନେ ରଦେ କେଟ୍ଲୁ, ସମ୍ଦୁର୍ ପାଲି ପାଲି ଜାଇ ପାତାରା ନାଉଁର୍ ଜାଗାଇ ଗାଲୁ ।
ଜିସୁ କାତା ସାରାଇକରି ସିମନ୍କେ କଇଲା, “ଡେଙ୍ଗ୍ ପାନିଟାନେ ଜାଇକରି ମାଚ୍ ଦାର୍ବାକେ ତମର୍ ଜାଲ୍ ପାକାଆ ।”
ଦିନେକ୍ ଜିସୁ ଆରି ତାର୍ ସିସ୍ମନ୍ ଗଟେକ୍ ଡଙ୍ଗାଇ ଚଗ୍ଲାଇ, ଆରି ସେ ସିସ୍ମନ୍କେ କଇଲା, “ଆସା, ଗାଡ୍ ସେପାଟେ ଜୁ ।” ତେଇ ସେମନ୍ ଡଙ୍ଗା ମେଲ୍ଲାଇ ।
ଆମେ ସବୁଲକ୍ ରମ୍ ରାଇଜର୍ ଆସିଆ ଜାଗାର୍ ଗାଡ୍କଣ୍ଡି ରଇଲା ବିନ୍ ବିନ୍ ଜାଗାଇ ଜୁ ବଲି ଆଦ୍ରାମୁଦିୟମର୍ ଗଟେକ୍ ପାନିଜାଜେ ବସି ଗାଲୁ । ଆରି ମାକିଦନିଆ ବଲି ଗଟେକ୍ ଜାଗାର୍ ଆରିସ୍ତାକସ୍ ନାଉଁର୍ ତେସ୍ଲନିକି ଲକ୍ ଆମର୍ ସଙ୍ଗ୍ ରଇଲା ।
ଆମେ ତେଇଅନି କେତେଦୁର୍ ଗାଲାପଚେ ପବନ୍ ଅଇଲାଜେ ସାଇପରସ୍ ଗାଡର୍ ପାଲି ପାଲି ଗାଲୁ ।
ଏ ବାଇବଇନିମନ୍ ଜେଡେବେଲେ ଆମେ ଚନେକର୍ପାଇ ତମର୍ଟାନେଅନି ବିନେ ଅଇଜାଇରଇଲୁ, ସେଟା ଗାଗଡ୍ ଇସାବେ । ମାତର୍ ଆମର୍ ମନ୍ ବିତ୍ରେ ତମେ ସବୁବେଲେ ବାସାଅଇରଇଲାସ୍ । ତମ୍କେ ଏତାଇ ଏତାଇ କରି ବେସି ଚିନ୍ତା କର୍ତେରଇଲୁ । ପଚେ ଆରିତରେକ୍ ତମ୍କେ ଦେକ୍ବାକେ ଚେସ୍ଟା କର୍ତେରଇଲୁ ।