ପେରିତ୍ 20:9 - ସତିଅର୍ ବାଟ୍ ନୁଆ ନିୟମ୍ 20209 ତେଇ ଇଉଟିକସ୍ ନାଉଁର୍ ଗଟେକ୍ ଦାଙ୍ଗ୍ଡା କିଡ୍କି ଲଗେ ବସି ରଇଲା । ପାଉଲ୍ କାତା କଇବା ବେଲାଇ, ତାକେ ଗୁନ୍ ଡାବି ଆଇଲା, ସେ ଗୁନର୍ ଲାଡେ, ତିନ୍ତାଲାର୍ ଗର୍ ଉପ୍ରେଅନି ତଲେ ଅଦ୍ରିଦେଲା । ସେମନ୍ ତାକେ ଉଟାଇବା ବେଲାଇ, ସେ ମରିଜାଇରଇଲା । အခန်းကိုကြည့်ပါ။ |