8 ଜନ୍ ଉପର୍ ତାଲାର୍ ବାକ୍ରାଇ ଆମେ ସବା କର୍ତେ ରଇଲୁ, ତେଇ ବେସି ବତିମନ୍ ଲାଗିରଇଲା ।
“ସେଡିକିବେଲେ ସରଗ୍ ରାଇଜେ କେଟ୍ବା ବାଟ୍ ଏନ୍ତି ଅଇସି । ଦସ୍ଟା ଦାଙ୍ଗ୍ଡିମନ୍ ସବୁ ଲକ୍ ଗଟେକ୍ ଗଟେକ୍ ବତି ଦାରି ବାଟେ, ବର୍ ଦାଙ୍ଗ୍ଡାକେ ଜାଗ୍ବାର୍ ଜାଇରଇଲାଇ ।
ତାର୍ପଚେ ସେ ଲକ୍ ତମ୍କେ ଗର୍ ଉପ୍ରେ ରଇବା ମଅଲା ତିଆର୍ ଅଇରଇଲା ଗଟେକ୍ ବଡ୍ ବାକ୍ରା ଦେକାଇ ଦେଇସି । ତେଇ ତମେ କାଦି ତିଆର୍ କରା ।”
ଜିରୁସାଲେମ୍ ନଅରେ ଜାଇକରି ସେମନ୍ ରଇବା ବାକ୍ରାଇ ପୁର୍ଲାଇ । ପିତର୍, ଜଅନ୍, ଜାକୁବ୍ ଆରି ତାର୍ ବାଇ ଆନ୍ଦ୍ରିୟ, ପିଲିପ୍, ତମା, ବାର୍ତଲମି, ମାତିଉ, ଆଲ୍ପିର୍ ପିଲା ଜାକୁବ୍, ଦେସ୍ ଆଲାଦ୍କର୍ବା ସିମନ୍ ଆରି ଜାକୁବର୍ ପିଲା ଜିଉଦା, ଏମନ୍ ରଇଲା ତେଇର୍ ପେରିତ୍ ସିସ୍ମନ୍ ।
ତେଇ ଇଉଟିକସ୍ ନାଉଁର୍ ଗଟେକ୍ ଦାଙ୍ଗ୍ଡା କିଡ୍କି ଲଗେ ବସି ରଇଲା । ପାଉଲ୍ କାତା କଇବା ବେଲାଇ, ତାକେ ଗୁନ୍ ଡାବି ଆଇଲା, ସେ ଗୁନର୍ ଲାଡେ, ତିନ୍ତାଲାର୍ ଗର୍ ଉପ୍ରେଅନି ତଲେ ଅଦ୍ରିଦେଲା । ସେମନ୍ ତାକେ ଉଟାଇବା ବେଲାଇ, ସେ ମରିଜାଇରଇଲା ।