ପେରିତ୍ 20:3 - ସତିଅର୍ ବାଟ୍ ନୁଆ ନିୟମ୍ 20203 ତେଇ ସେ ତିନ୍ ମାସ୍ ରଇଲା, ଆରି ସିରିଆଇ ଜିବାକେ ତିଆର୍ ଅଇଲାବେଲେ, ଜିଉଦିମନ୍ ତାକର୍ ବିରଦେ କୁଟ୍ପାଁଚ୍ଲାଇନି ବଲି କବର୍ ପାଇ ମାକିଦନିଆବାଟେ ବାଉଡି ଜିବାକେ ଟିକ୍ କଲା । အခန်းကိုကြည့်ပါ။ |
ମୁଇ ଜିବାବେଲେ ବାଟେ, ମର୍ ମୁଆଟେ କେତେକ୍ କେତେକ୍ ବିପଦ୍ ଆଇଲା । ଜେନ୍ତିକି, ବନିଆର୍ ବିପଦେ, ଚର୍ମନର୍ ବିପଦେ, ମର୍ ଜିଉଦି ବାଇମନର୍ ବିପଦେ, ଜିଉଦି ନ ଅଇଲା ଲକ୍ମନର୍ ବିପଦେ, ସଅରେ ଅଇରଇବା ବିପଦେ, କିନରା ଜାଗା ମନର୍ ବିପଦେ, ଡଙ୍ଗରର୍ ଜଁତ୍ ଜିଆଦ୍ ମନର୍ ବିପଦେ, ସମ୍ଦୁରେ ବନିଆ ଆଇଲାବେଲର୍ ବିପଦେ ଆରି କିରିସ୍ଟର୍ ବିସ୍ବାସିମନ୍ ବଲି ନାଡାଇ ଅଇରଇବା ଲକ୍ମନର୍ ବିପଦେ ।