ପେରିତ୍ 20:19 - ସତିଅର୍ ବାଟ୍ ନୁଆ ନିୟମ୍ 202019 ଜିଉଦିମନର୍ କୁଟ୍ ପାଁଚ୍ନାର୍ ଲାଗି, ମକେ ଜନ୍ ଦୁକ୍ କସ୍ଟ ପାଇକରି ମୁରଚ୍ବାକେ ପଡ୍ଲା, ସେ ବିତ୍ରେ ମୁଇ ପରମେସରର୍ ସେବାକାରିଆ ଇସାବେ ଆଁସୁପାନି ଜଡାଇ, ମୁଣ୍ଡ୍ ତଲେକରି, କାମ୍ କଲିଆଚି । အခန်းကိုကြည့်ပါ။ |
ମୁଇ ସିମନ୍ ପିତର୍, ଜିସୁକିରିସ୍ଟର୍ ଗଟେକ୍ ଗତିଦାଙ୍ଗ୍ଡା ଆରି ପେରିତ୍ ଅଇଆଚି । ଆମେ ଜେନ୍ତି ଜିସୁକିରିସ୍ଟକେ ବିସ୍ବାସ୍ କରିଆଚୁ, ସେନ୍ତାରି ବିସ୍ବାସ୍ କର୍ବା ଲକ୍ମନ୍କେ ଏ ଚିଟି ଲେକ୍ଲିନି । ସେ ଆମର୍ ପର୍ମେସର୍ ଆରି ମୁକ୍ତିକାରିଆ । ତାକେ ବିସ୍ବାସ୍ କର୍ବାକେ ସେ ଆକା ଆମ୍କେ ବପୁଦେଲାଆଚେ । ସେ କର୍ବା ସବୁ କାମ୍ ଟିକ୍ ଆରି କାଇ ଅନିଆଇ ନାଇ । ।