17 ପାଉଲ୍ ମିଲିଟସେଅନି ଏପିସି ମଣ୍ଡଲିର୍ ପାର୍ଚିନ୍ ମନ୍କେ ତାର୍ ସଙ୍ଗ୍ ମିସ୍ବାକେ ଡାକାଇଲା ।
ସେମନ୍ ଡାବୁ ଜମାଇକରି ବର୍ନବା ଆରି ସାଉଲର୍ ଆତେ, ମଣ୍ଡଲିର୍ ପାର୍ଚିନ୍ମନର୍ ଲଗେ ପାଟାଇ ଦେଲାଇ ।
ସବୁ ମଣ୍ଡଲିର୍ ପାର୍ଚିନ୍ମନ୍କେ ବାଚ୍ଲାଇ ଆରି ଜନ୍ ମାପ୍ରୁର୍ତେଇ ସେମନ୍ ବିସ୍ବାସ୍ କରି ରଇଲାଇ, ସେମନ୍କେ ପାର୍ତନା ଆରି ଉପାସ୍ ସଙ୍ଗ୍ ସର୍ପାଇଲାଇ ।
ବିସ୍ବାସିମନ୍ ଏ ତଲେ ଲେକାଅଇଲା ଚିଟି, ସେ ଦୁଇ ଲକର୍ ଆତେ ପାଟାଇଲାଇ । “ଆନ୍ଟିଅକ, ସିରିଆ ଆରି ସିଲିସିଆ ରଇବା ଜିଉଦିନଇଲା ଆମର୍ ବାଇମନ୍, ଜୁଆର୍ ! ଜିରୁସାଲମର୍ ପେରିତ୍ମନ୍, ପାର୍ଚିନ୍ମନ୍ ଆରି ତମର୍ ବାଇମନ୍, ଏ ଚିଟି ପାଟାଇଲୁନି ।
ସେମନ୍ ଜିରୁସାଲାମ୍ କେଟ୍ଲା ପଚେ ମଣ୍ଡଲିର୍ ଲକ୍, ପେରିତ୍ ସିସ୍ମନ୍ ଆରି ମଣ୍ଡଲିର୍ ପାର୍ଚିନ୍ମନ୍କେ ବେଟ୍ଅଇଲାଇ । ଆରି ପରମେସର୍ ତାକର୍ଲଗେ କରିରଇବା କାମ୍ ବିସଇ ପାଉଲ୍ ଆରି ବର୍ନବାକେ ଜାନାଇଲାଇ ।
ଏ ବିସଇ ଆଲ୍ଚନା କର୍ବାକେ ପେରିତ୍ ସିସ୍ମନ୍ ଆରି ମଣ୍ଡଲିର୍ ପାର୍ଚିନ୍ ରୁଣ୍ଡ୍ଲାଇ ।
ସେମନ୍ କେଟ୍ଲା ସବୁ ଜାଗାଇ ଜିଉଦି ନ ଅଇଲା ବିସ୍ବାସିମନର୍ପାଇ, ଜିରୁସାଲମର୍ ପାର୍ଚିନ୍ମନ୍ ଆରି ପେରିତ୍ମନ୍ ରାଜି ଅଇରଇବା ନିତିନିୟମ୍ ବିସଇ କଇଲାଇ । ଏ ସବୁ ନିୟମ୍ ମାନ୍ବାକେ ବିସ୍ବାସିମନ୍କେ କଇଲାଇ ।
ସେମନ୍ ଏପିସିସ୍ତେଇ କେଟ୍ଲା ପଚେ ପାଉଲ୍ ପିରିସ୍କିଲା ଆରି ଆକିଲାକେ ପାଟାଇଦେଲା । ତେଇ ସେ ପାର୍ତନା ଗରେ ଜାଇ ଜିଉଦିମନର୍ ସଙ୍ଗ୍ କାତାବାର୍ତା ଅଇଲା ।
ତେଇଅନି ଆରି ଜିବାର୍ଦାରି ତାର୍ ଆର୍କର୍ ଦିନେ କିଅସ୍ ଲଗେ କେଟ୍ଲୁ । ତାର୍ ଆର୍କର୍ ଦିନେ ମିଲିଟସେ କେଟ୍ଲୁ । ଆରି ଗଟେକ୍ ଦିନ୍ ପଚେ ଆମସେ କେଟ୍ଲୁ । ତାର୍ ଆର୍କର୍ ଦିନେ ମିଲିଟସେ କେଟ୍ଲୁ ।
ତେବର୍ପାଇ ତମେ ନିଜର୍ ବିସଇ ଆରି ସୁକଲ୍ଆତ୍ମା ତାର୍ ସତ୍ ଗିଆନେ ଜନ୍ ବିସ୍ବାସି ମାନ୍ଦାକେ ଦେକାରକାପାଇ ଚାଡିଦେଇ ଆଚେ, ସେ ସବୁ ବିସଇଟାନେ ଜାଗ୍ରତ୍ ଉଆ । ମେଣ୍ଡା ଚାରାଉ ଗଉଡ୍ପାରା ପରମେସରର୍ ମଣ୍ଡଲିର୍ ଜତନ୍ ନିଆ । ସେ ମଣ୍ଡଲିକେ ପରମେସର୍ ତାର୍ ନିଜର୍ ବନିଦେଇ ଗେନିଆଚେ ।
ଜନ୍ ପାର୍ଚିନ୍ମନ୍ ମଣ୍ଡଲିର୍ ନେତା ଅଇ ଡାକିନେଲାଇନି, ସେମନ୍ ଦୁଇଗୁନ୍ ବୁତି ପାଇବା ଦର୍କାର୍ । କାଇକେବଇଲେ ସୁବ୍କବର୍ ଜାନାଇବାଟା ଆରି ସିକାଇବାଟା ସେମନ୍କେ ଦାଇତ୍ ଇସାବେ ଦେଲାଇ ଆଚତ୍ ।
କିରତେ ତକେ ରଇଜା ବଲି ମୁଇ କଇରଇଲି । ଜେତ୍କି ସବୁ କାମ୍ କରିସାରାଇବାକେ ମକେ ବେଲା ନ ରଇଲା, ସେଟା କରିସାରାଇବାକେ ମୁଇ ସେନ୍ତାରି କଲି । ଏଟା ଅଇଲାନି ପର୍ତୁମ୍ ବିସଇ । କିରତେ ରଇବା ସବୁ ଜାଗାର୍ ମଣ୍ଡଲିମନ୍କେ ପାର୍ଚିନ୍ ଇସାବେ ଲକ୍ମନ୍କେ ବାଚ୍ । ମୁଇ ତର୍ ସଙ୍ଗ୍ ରଇଲାବେଲେ ଏ ବିସଇନେଇ ତକେ ତିଆରି ରଇଲି ।
କେ ଜଦି ଜର୍ଦୁକା ଅଇ ରଇଲେ ସେ ମଣ୍ଡଲିର୍ ପାର୍ଚିନ୍ମନ୍କେ ଡାକାଆ, ସେମନ୍ ମାପ୍ରୁର୍ ନାଉଁଦାରି ଚିକନ୍ ରକଇ କରି ତାକେ ଲାଗାଇ, ପାର୍ତନା କର୍ବାଇ ।
ତମର୍ ମଣ୍ଡଲିର୍ ପାର୍ଚିନ୍ମନ୍କେ ଗଟେକ୍ ବିସଇ କଇବାକେ ମୁଇ ମନ୍ କଲିନି । କାଇକେବଇଲେ ମୁଇ ମିସା ଗଟେକ୍ ପାର୍ଚିନ୍ । କିରିସ୍ଟ ଦୁକ୍କସ୍ଟ ମୁରଚ୍ଲାଟା ମୁଇ ଦେକିଆଚି । ଆରି ତାର୍ ଡାକ୍ପୁଟା ଜାନାଇବା ଦିନେ ମୁଇ ମିସା ତେଇ ମିସ୍ବି । ମୁଇ ତମ୍କେ ବାବୁଜିଆ କଲିନି,
ପାର୍ଚିନ୍ ଜଅନ୍ଜେ ମୁଇ ଏ ଚିଟି ଲେକ୍ଲିନି । ଏ ଚିଟି ଆମର୍ ଆଲାଦର୍ ବଇନି ଆରି ତାର୍ ପିଲାମନର୍ପାଇ । ମୁଇ ସତଇସେ ତମ୍କେ ସବୁଲକ୍ମନ୍କେ ଆଲାଦ୍ କଲିନି । ଆରି ମୁଇସେ ନାଇ, ସତ୍ ବିସଇ ଜାନିରଇବା ସବୁଲକ୍ ମିସା ।
ଏ ମଣ୍ଡଲିର୍ ପାର୍ଚିନ୍ ଇସାବେ ମୁଇ ଜଅନ୍, ଏ ଚିଟି ଆଲାଦର୍ ଗାଇସ୍, ତକେ ଲେକ୍ଲିନି । ମୁଇ ତକେ ସତଇସେ ଆଲାଦ୍ କଲିନି ।