16 ଆସିଆ ରାଇଜେ ଆରି ବେସି ଦିନ୍ ନ ରଇକରି, ଏପିସସ୍ କଣ୍ଡିକଣ୍ଡି ଜାଜ୍ ଚାଲାଇବାକେ ପାଉଲ୍ ଟିକ୍ କଲା । ଜଦି ଅଇପାର୍ସି, ପେନ୍ଟିକସ୍ଟ୍ ଦିନେ ଜିରୁସାଲାମ୍ କେଟ୍ବାକେ ସେ ତେରେପେତେ ଅଇତେ ରଇଲା ।
ପିତର୍ ବାଇରର୍ କାପାଟେ ଟକ୍ଟକ୍ କରି ମାର୍ଲାକେ, ରଦା ନାଉଁର୍ ଗଟେକ୍ ଗତିଦାଙ୍ଗ୍ଡି କାପାଟ୍ ଉଗାଡ୍ବାକେ ଆଇଲା ।
ସୁକଲ୍ଆତ୍ମା ସେମନ୍କେ ଆସିଆ ଦେସେ ମାପ୍ରୁର୍ କାତା କଇବାକେ ଚାଲ୍ନା ଦେଅତ୍ନାଇକେ, ସେମନ୍ ପିରିଜିଆ ଆରି ଗାଲାତିଅ ଜାଗାଇ ଗାଲାଇ ।
ସେମନ୍ ଏପିସିସ୍ତେଇ କେଟ୍ଲା ପଚେ ପାଉଲ୍ ପିରିସ୍କିଲା ଆରି ଆକିଲାକେ ପାଟାଇଦେଲା । ତେଇ ସେ ପାର୍ତନା ଗରେ ଜାଇ ଜିଉଦିମନର୍ ସଙ୍ଗ୍ କାତାବାର୍ତା ଅଇଲା ।
ଜିବା ବେଲାଇ ସେ ସେମନ୍କେ କଇଲା, “ଜଦି ପରମେସର୍ ମନ୍ କଲେ, ତମର୍ ଲଗେ ବାଉଡି ଆଇବି ।” ତାର୍ ପଚେ ସେ ଏପିସେ ଅନି ଜାଜେ ଚଗି ଗାଲା ।
ଆପଲ୍ କରନ୍ତିଏ ରଇଲାବେଲେ, ପାଉଲ୍ ସେ ରାଇଜର୍ ଉପର୍ ବାଗେ ବୁଲି ସାରାଇ, ଏପିସିଏ କେଟ୍ଲା । ତେଇ ସେ କେତେଟା ସିସ୍ମନ୍କେ ବେଟ୍ ଅଇଲା ।
ଏ ସବୁ ଗଟ୍ନା ପଚେ ପାଉଲ୍ ମାସିଦନିଆ ଆରି ଆକାୟା ବାଟ୍ ଦେଇ ଜିରୁସାଲମେ ଜିବାକେ ଟିକ୍ କଲା । ସେ କଇଲା, “ତେଇ ଗାଲା ପଚେ, ମୁଇ ରମ୍ ଦେସେ ମିସା ଜିବାର୍ ଆଚେ ।”
ଜନ୍ ଦିନେ ସେମନ୍ ପେନ୍ଟିକସ୍ଟ୍ ପରବ୍ ମାନ୍ତେରଇଲାଇ, ଜିସୁକେ ବିସ୍ବାସ୍ କର୍ବା ସବୁ ଲକ୍ମନ୍ ଗଟେକ୍ ଜାଗାଇ ରୁଣ୍ଡିରଇଲାଇ ।
ଆମେ ଆଗ୍ତୁ ଜାଜେ ଚଗି, ଆସସେ ଜିବାକେ ବାରଇଲୁ । ତେଇଅନି ଆମେ ପାଉଲ୍କେ ଜାଜେ ନେଇଜିବାକେ ଟିକ୍ କରିରଇଲୁ । କାଇକେବଇଲେ ସେ ସମ୍ଦୁର୍ବାଟେ ଜାଇ, ସେ ଜାଗାଇ କେଟ୍ବି ବଲି କଇରଇଲା ।
ସେମନ୍ ଆସି କେଟ୍ଲାକେ ପାଉଲ୍ କଇଲା, “ରମିୟ ରାଇଜର୍ ଆସିଆଇ କେଟ୍ଲା ପର୍ତୁମ୍ ଦିନେଅନି, କେନ୍ତି ତମର୍ ସଙ୍ଗ୍ ବେସି ବେଲା କାଟାଇଲି ଆଚି, ସେଟା ତମେ ଜାନିଆଚାସ୍ ।
ଏବେ ସୁକଲ୍ଆତ୍ମାର୍ ଚାଲ୍ନାଦେଲା ଆଦେସ୍ ମାନିକରି, ମୁଇ ଜିରୁସାଲମେ ଗାଲିନି । ତେଇ ମକେ କାଇଟା ଅଇସି ନାଜାନି ।
ବେରିଆତେଇ ରଇବା ପୁରର୍ ପଅ ସପାତର୍, ତେସ୍ଲନିକିୟ ଆରିସ୍ତାକସ୍ ଆରି ସେକୁଦ୍, ଦର୍ବିର୍ ଗାୟ, ଏସିଆ ଦେସର୍ ତୁକିକ୍, ତର୍ପିମ୍ ଆରି ତିମତି ।
କମିର୍ ନ ପାକାଇ ରୁଟି କାଇବା ପରବର୍ ପଚେ, ଆମେ ପିଲିପେଅନି ପାନିଜାଜେ ଜାଇ ପାଁଚ୍ ଦିନ୍ ପଚେ ତରୟାଇ ସେମନର୍ ସଙ୍ଗ୍ ମିସ୍ଲୁ ଆରି ତେଇ ଗଟେକ୍ ଆଟ୍ ଜାକ ରଇଲୁ ।
ତେଇ ଆମେ କେତେଟା ବିସ୍ବାସିମନର୍ ସଙ୍ଗ୍ ବେଟ୍ ଅଇ ସେମନର୍ ସଙ୍ଗ୍ ଗଟେକ୍ ଆଟ୍ ରଇଲୁ, ସୁକଲ୍ଆତ୍ମାର୍ ଚାଲ୍ନା ପାଇକରି ସେମନ୍, ଜିରୁସାଲମେ ଜିବାକେ ପାଉଲ୍କେ ମନା କଲାଇ ।
“ବେସି ବରସ୍ ଦାରି ଦୁରିକେ ରଇଲା ପଚେ, ଜିରୁସାଲେମର୍ ଲକ୍ମନର୍ ପାଇ କିଚି ଡାବୁ ନେବାକେ ଆରି ବଲିଦେବାକେ ମୁଇ ତେଇ ଜାଇରଇଲି ।
ମାତର୍ ମୁଇ ପେନ୍ଟିକସ୍ଟ୍ ପରବ୍ ଜାକ ଏପିସିଏ ରଇବି,