13 ଆମେ ଆଗ୍ତୁ ଜାଜେ ଚଗି, ଆସସେ ଜିବାକେ ବାରଇଲୁ । ତେଇଅନି ଆମେ ପାଉଲ୍କେ ଜାଜେ ନେଇଜିବାକେ ଟିକ୍ କରିରଇଲୁ । କାଇକେବଇଲେ ସେ ସମ୍ଦୁର୍ବାଟେ ଜାଇ, ସେ ଜାଗାଇ କେଟ୍ବି ବଲି କଇରଇଲା ।
ଆର୍କର୍ ସାକାଲେ କୁକ୍ଡା ଡାକ୍ ବେଲାଇ ଜିସୁ ଉଟି ଗରେଅନି ବାରଇ ଜାଇ ଗଟେକ୍ କିନରା ରଇବା ଚିମ୍ରା ଜାଗାଇ, ଜାଇ ପାର୍ତନା କର୍ବାର୍ ଦାର୍ଲା ।
ଜିସୁ ଲକ୍ମନ୍କେ ପାଟାଇଲା ପଚେ, ପାର୍ତନା କର୍ବାକେ କୁପ୍ଲିଉପ୍ରେ ଗାଲା ।
ପାଉଲ୍ ଏ ଦର୍ସନ୍ ଦେକ୍ଲା ଦାପ୍ରେ, ମାସିଦନିଆଇ ଜିବାକେ ଆମେ ତିଆର୍ ଅଇଲୁ, କାଇକେବଇଲେ ଆମେ ନିକ ସଙ୍ଗ୍ ଜାନ୍ଲୁ, ପର୍ମେସର୍ ତେଇର୍ ଲକ୍ମନର୍ ବିତ୍ରେ, ସୁବ୍ କବର୍ ଜାନାଇବାକେ ଆମ୍କେ ଡାକ୍ଲା ଆଚେ ।
ଲକ୍ମନ୍ ଦାଙ୍ଗ୍ଡାକେ ଜିବନ୍ ରଇଲାଟା ଦେକି ତାର୍ ଗରେ ଦାରିଗାଲାଇ ଆରି ସାର୍ଦା ଅଇଲାଇ ।
ସେ ଜେଡେବେଲା ଆମ୍କେ ଆସସେ ବେଟ୍ ଅଇଲା, ଆମେ ତାକେ ଜାଜେ ଚଗାଇ ମିତିଲିନି ଜାଗାଇ ଗାଲୁ ।
ସେମନ୍ ଆଗ୍ତୁ ଜାଇ ତରିୟାଇ ଆମ୍କେ ଜାଗି ରଇଲାଇ ।