11 ତାର୍ପଚେ ସେ ଉପ୍ରେ ବାଉଡିଜାଇ ରୁଟି ବାଙ୍ଗାଇ କାଇଲା, ଆରି ବେଲ୍ ଉଦ୍ବାଜାକ ସେମନର୍ ସଙ୍ଗ୍ ବେସି କାତାବାର୍ତା ଅଇ ତେଇଅନି ବାରଇଲା ।
ସେମନ୍ ପେରିତ୍ମନ୍ ସିକାଇଲା ବିସଇ ମାନ୍ଲାଇ । ମିସିବିଡି ରଇବାକେ, ମିସିକରି କାଇବାକେ, ଆରି ପାର୍ତନା କର୍ବାକେ ।
ଲକ୍ମନ୍ ଦାଙ୍ଗ୍ଡାକେ ଜିବନ୍ ରଇଲାଟା ଦେକି ତାର୍ ଗରେ ଦାରିଗାଲାଇ ଆରି ସାର୍ଦା ଅଇଲାଇ ।
ଆଟର୍ ପର୍ତୁମ୍ ଦିନର୍ ସଞ୍ଜ୍ବେଲାଇ ଆମେ ସବୁଲକ୍ ମିସି କାଇବାକେ ରୁଣ୍ଡ୍ଲୁ । ପାଉଲ୍ ଲକ୍ମନ୍କେ ମଜାରାତି ଜାକ ଉପ୍ଦେସ୍ ଦେଲା । କାଇକେବଇଲେ ତାର୍ ଆର୍କର୍ ଦିନେ ସେ ଜାଗା ଚାଡି ଜିବାର୍ ରଇଲା ।
ତେଇ ଇଉଟିକସ୍ ନାଉଁର୍ ଗଟେକ୍ ଦାଙ୍ଗ୍ଡା କିଡ୍କି ଲଗେ ବସି ରଇଲା । ପାଉଲ୍ କାତା କଇବା ବେଲାଇ, ତାକେ ଗୁନ୍ ଡାବି ଆଇଲା, ସେ ଗୁନର୍ ଲାଡେ, ତିନ୍ତାଲାର୍ ଗର୍ ଉପ୍ରେଅନି ତଲେ ଅଦ୍ରିଦେଲା । ସେମନ୍ ତାକେ ଉଟାଇବା ବେଲାଇ, ସେ ମରିଜାଇରଇଲା ।