44 ଜିସୁକେ ବିସ୍ବାସ୍ କଲା ଲକ୍ମନ୍ ଗଟେକ୍ ଗରର୍ ଲକ୍ପାରାଅଇ ରଇତେ ରଇଲାଇ । ଆରି ତାକର୍ତେଇ କାଇକାଇଟା ରଇଲା, ସେଟା ସେମନ୍ ବାଟା କର୍ତେରଇଲାଇ ।
ସବୁ ବିସ୍ବାସିମନ୍ ଗଟେକ୍ ବିସଇ ଚିନ୍ତା କରି ମନ୍ କଲାଇ । କେ ମିସା ନିଜର୍ ସଁମ୍ପତି ନିଜର୍ ବଲି ଦାବି ନ କର୍ତେ ରଇଲାଇ । ତାକର୍ଟାନେ ଜେତ୍କି ରଇଲା ସେଟା ସବୁଲକ୍ ସମାନ୍ କରି ବାଟାସାଟା କର୍ତେ ରଇଲାଇ ।
ଡାବୁ ପେରିତ୍ ସିସ୍ମନ୍କେ ସର୍ପିଦେଲା ।
ମାତର୍ ମାଇଜିମୁନୁସ୍ ରାଜିଅଇକରି ବିକିକରି ପାଇଲା କେତେକ୍ ଡାବୁ ଅନନିୟ ନିଜର୍ ପାଇ ସଙ୍ଗଇଲା । ଅଗଲ୍ଲାଟା ସେ ପେରିତ୍ ସିସ୍ମନ୍କେ ଦେଲା ।
ବିକ୍ବା ଆଗ୍ତୁ ସେ ଜମି ତମର୍ ରଇଲା । ବିକ୍ଲା ପଚେ ମିସା ସେ ଡାବୁ ତମର୍ଟାସେ । ଏନ୍ତି କାମ୍ କର୍ବାକେ କାଇକେ ମନ୍ କଲୁସ୍ ? ତୁଇ ଲକ୍ମନ୍କେ ନାଡାଉସ୍ ନାଇ ମାତର୍ ପର୍ମେସର୍କେ ନାଡାଇଆଚୁସ୍ ।”
ଆମର୍ ମାପ୍ରୁ ଜିସୁକିରିସ୍ଟ ଜିବନ୍ ଦୁକାଇ ଅଇଲା ବିସଇ ତମେ ଜାନିଆଚାସ୍ । ସର୍ଗେ ସେ ବେସି ସାଉକାର୍ ଅଇରଇଲେ ମିସା ସେ ନିଜେ ଅର୍କିତ୍ ଅଇଆଇଲା । ଜେନ୍ତି କି ତାର୍ଲାଗି ତମେ ସାଉକାର୍ ଅଇସା ।