ପେରିତ୍ 2:39 - ସତିଅର୍ ବାଟ୍ ନୁଆ ନିୟମ୍ 202039 ଏ ସପତ୍ ତମର୍ପାଇ ଆରି ତମର୍ ପିଲାମନର୍ପାଇ । ଆରି ଇତିଅନି ଦୁରିକେ ରଇବା ସବୁର୍ପାଇ । ଜନ୍ ସବୁଲକ୍କେ ସେ, ତାର୍ ଲଗେ ଡାକ୍ଲାନି ।” အခန်းကိုကြည့်ပါ။ |
କାଇକେବଇଲେ ଜଦି ତମେ ଗଟେକ୍ ବିସ୍ବାସି ମାଇଜି, ବିସ୍ବାସ୍ ନ କର୍ବା ମୁନୁସ୍କେ ବିବା ଅଇଆଚାସ୍, ତର୍ ମୁନୁସ୍ ତର୍ ସଙ୍ଗ୍ ମିସ୍ଲାର୍ପାଇ ତାକେ ପର୍ମେସର୍ ତାର୍ ନିଜର୍ ସୁକଲ୍ ଲକ୍ କଲାଆଚେ । ସେନ୍ତାରିସେ ବିସ୍ବାସ୍ ନ କରିରଇବା ମାଇଜିକେ, ପର୍ମେସର୍ ଡାକ୍ଲା ଆଚେ । କାଇକେବଇଲେ ସେ ବିସ୍ବାସ୍ କର୍ବା ମନସ୍ ସଙ୍ଗ୍ ମିସ୍ଲା ଆଚେ । ଏନ୍ତାରି ନ ରଇଲେ ତମର୍ ପିଲାମନ୍ ବିସ୍ବାସ୍ ନ କର୍ବା ଲକର୍ ପିଲାମନର୍ପାରା ଅଇତାଇ । ମାତର୍ ଏବେ ସେମନ୍କେ ମିସା ପର୍ମେସର୍ ତାର୍ ନିଜର୍ ଲକ୍ କଲାଆଚେ ।
ଚନେକର୍ ଆଇବା ଦୁକ୍କସ୍ଟ ମୁର୍ଚି ସାରାଇଲେ, ତମ୍କେ ପର୍ମେସର୍ କାଇ ଦସ୍ ନ ରଇବା, ତାର୍ ସିଦ୍ ଲକ୍ କରାଇସି । ତମର୍ ବିସ୍ବାସ୍ ଡାଟ୍ ଅଇବାକେ ସେ ତମ୍କେ ବପୁ ଦେଇସି । ଆରି ତମ୍କେ ନିକ କୁନାଦି ପାରା ତିଆର୍ କର୍ସି । କିରିସ୍ଟର୍ ସଙ୍ଗ୍ ମିସ୍ଲାର୍ପାଇ, ତାର୍ ନ ସାର୍ବା ମଇମାତେଇ ମିସ୍ବାକେ ତମ୍କେ ଡାକ୍ଲାଆଚେ । ସେ ତମ୍କେ ଜିବନ୍ ଦୁକାଇ ଦୟା କରି ଏ ସବୁ ବିସଇ କଲାଆଚେ ।