35 ଆରି ତର୍ ସତ୍ରୁମନ୍କେ ତର୍ ପାଦ୍ତଲେ ନ ଆନ୍ବା ଜାକ ମର୍ ଉଜାବାଟେ ବସି ର ।
ମାତର୍ ଜେମନ୍ ମୁଇ ତାକର୍ ରାଜା ଅଇବାକେ ମନ୍ ନ କର୍ତେ ରଇଲାଇ, ସେମନ୍କେ ଡାକି ଆନି ମର୍ ମୁଆଟେ ମରାଇଦିଆସ୍ ।”
ସର୍ଗେ ଗାଲା ଲକ୍ ଦାଉଦ୍ ନଏଁ । ମାତର୍ ସେ କଇଲା, “ପର୍ମେସର୍ ମର୍ ମାପ୍ରୁକେ କଇଲା ତମର୍ ସବୁ ସତ୍ରୁମନ୍କେ ଆରାଇବା ଜାକ ମର୍ ଉଜାବାଟେ ବସ୍ ଆରି ସାସନ୍ କର୍ ।”
ପିତର୍ ଆରି କଇଲା “ଏ ଇସ୍ରାଏଲର୍ ସବୁ ଲକ୍ମନ୍, ତମେ ଜନ୍ ଜିସୁକେ କୁର୍ସେ କୁଟିମାରି ମରାଇରଇଲାସ୍, ପର୍ମେସର୍ ତାକେ ମାପ୍ରୁ ଆରି ମସିଅ କଲାଆଚେ ବଲି ଡାଟ୍ସଙ୍ଗ୍ ଜାନ୍ବାର୍ଆଚେ ।”
ଆରି ସାନ୍ତିଦେଉ ପରମେସର୍ ତମର୍ ଲାଗି ସଇତାନ୍କେ ପୁରାପୁରୁନ୍ କୁରୁପ୍ନାସ୍ କର୍ସି । ଆମର୍ ମାପ୍ରୁ ଜିସୁକିରିସ୍ଟର୍ ଜିବନ୍ଦୁକାଇଲାଟା ତମର୍ ସଙ୍ଗ୍ ସବୁବେଲେ ରଅ ।
ତାର୍ପଚେ ସେ ପସୁ, ଜଗତର୍ ରାଜାମନ୍ ଆରି ତାକର୍ ସନିଅମନ୍ ଜେ ଗଡା ଚାଲାଇତେରଇଲା ଆରି ତାର୍ସନିଅମନର୍ ସଙ୍ଗ୍ ଜୁଇଦ୍ କର୍ବାକେ ରୁଣ୍ଡ୍ଲାଟା, ମୁଇ ଦେକ୍ଲି ।