34 ସର୍ଗେ ଗାଲା ଲକ୍ ଦାଉଦ୍ ନଏଁ । ମାତର୍ ସେ କଇଲା, “ପର୍ମେସର୍ ମର୍ ମାପ୍ରୁକେ କଇଲା ତମର୍ ସବୁ ସତ୍ରୁମନ୍କେ ଆରାଇବା ଜାକ ମର୍ ଉଜାବାଟେ ବସ୍ ଆରି ସାସନ୍ କର୍ ।”
ଦାଉଦ୍ ସୁକଲ୍ ଆତ୍ମାଇ ଅନି ଏନ୍ତି କଇଲା, ପର୍ମେସର୍ ମର୍ ମାପ୍ରୁକେ କଇଲା, “ମୁଇ ତର୍ ସତ୍ରୁମନ୍କେ ତର୍ ପାଦ୍ ତଲେ ନ ଆନ୍ବା ଜାକ ତୁଇ ମର୍ ଉଜାଆତ୍ବାଟେ ବସି ର ।”
ସର୍ଗେଅନି ଉତ୍ରି ଆଇଲା ନର୍ପିଲା ମୁଇ, ମକେ ଚାଡିକରି ଆରି କେ ମିସା ସର୍ଗେ ଜାଅତ୍ ନାଇତା ।”
ଆରି ତର୍ ସତ୍ରୁମନ୍କେ ତର୍ ପାଦ୍ତଲେ ନ ଆନ୍ବା ଜାକ ମର୍ ଉଜାବାଟେ ବସି ର ।
କାଇକେବଇଲେ ପର୍ମେସର୍ ତାର୍ ସବୁ ସତ୍ରୁମନ୍କେ ଆରାଇ, ତାର୍ ପାଦ୍ତଲେ ଆନ୍ବାଜାକ କିରିସ୍ଟ ସାସନ୍ କର୍ବାର୍ ଆଚେ ।
ପର୍ମେସର୍ ସବୁବିସଇ କିରିସ୍ଟର୍ ପାଦ୍ତଲେ ସଙ୍ଗଇଆଚେ । ଆରି ସବୁ ବିସଇର୍ ଉପ୍ରେ, ସବୁର୍ତେଇଅନି ଉପ୍ରର୍ ମାପ୍ରୁ କରି ମଣ୍ଡଲିକେ ଦାନ୍କଲା ଆଚେ ।
ପର୍ମେସର୍ ତାର୍ କନ୍ ଦୁତ୍ମନ୍କେ ମିସା କଏନାଇ, “ମୁଇ ତମର୍ ଦୁତ୍ମନ୍କେ ତମର୍ ପାଦ୍ତଲେ ନ ସଙ୍ଗଇବା ଜାକ ମର୍ ଉଜାବାଟେ ବସି ରୁଆ ।”