29 ଆରି ପିତର୍ କଇଲା, “ଏ ଇସ୍ରାଏଲର୍ ବାଇବଇନିମନ୍, ଆମର୍ ଆନିଦାଦିବେଲର୍ ଦାଉଦ୍ ରାଜାର୍ ବିସଇ ଡାଟ୍ସଙ୍ଗ୍ କଇବାକେ ମର୍ ଅଦିକାର୍ ଆଚେ । ସେ ମଲାକେ ତାକେ ତପି ଦେଲାଇ । ସେ ତପ୍ଲା ଜାଗା ଏବେ ଜାକ ଇତି ଆଚେ ।
ଦାଉଦ୍ ସାସନ୍ କଲାବେଲେ ପର୍ମେସର୍ ମନ୍ କଲା ଇସାବେ କାମ୍ କରି ସାରାସାରି ମଲା । ଆରି ଆନିଦାଦିମନର୍ ସଙ୍ଗ୍ ତପିଅଇଲା । ତାର୍ ଗାଗଡ୍ ସମାଦିତେଇ କୁଇଲା ।
ତମେ ମକେ ଜିବନର୍ ବାଟ୍ ଦେକାଇ ଆଚାସ୍ । ତମେ ମର୍ ସଙ୍ଗ୍ ଆଚାସ୍, ସେଟାର୍ପାଇ ମୁଇ ସାର୍ଦା ସଙ୍ଗ୍ ରଇବି ।”
ମର୍ ଏ କାତା ପୁରା ସତ୍ । ବଡ୍ ପୁଜାରି ଆରି ବଡ୍ ସବାର୍ ସବୁ ପାର୍ଚିନ୍ମନ୍ ସାକି ଆଚତ୍ । ଲକ୍ମନ୍କେ ବନ୍ଦି କରି ସିକ୍ଲି ସଙ୍ଗ୍ ବାନ୍ଦି ଜିରୁସାଲାମ୍ ଦାରିଆଇବାକେ, ମୁଇ ବଡ୍ ପୁଜାରିର୍ ଟାନେଅନି ଆଦେସ୍ ପତର୍ ପାଇ, ଦାମାସ୍କସେ ରଇବା ଜିଉଦି ବାଇମନର୍ ଲଗେ ଗାଲି ।”
ଏ ରାଜା ଅଗ୍ରିପା ! ତମେ ଏ ବିସଇ ଜାନିରଇଲାର୍ ପାଇ, ତମର୍ ମୁଆଟେ ଏ କାତା କଇବାକେ ସାଆସ୍ କଲିନି ! ମୁଇ ଜାନାଇରଇବା ସବୁ ବିସଇର୍ କାଇ କାତା ମିସା, ସେ ନାଜାନେ, ବଲି ମୁଇ ବିସ୍ବାସ୍ କରିନାଇ ! କାଇକେବଇଲେ ଏଟା ଲୁଚ୍ତେ କରାଅଏ ନାଇ ।
ମଲ୍କିସେଦକ୍ କେଡେବଡ୍ ଲକ୍ ରଇଲାବଲି ଆମେ ଏତାଇଦେକୁ । ପର୍ତମେ ଆମେ ଜିଉଦିମନର୍ ଡାକ୍ପୁଟା ପାଇରଇବା ଆନିଦାଦି ଅବ୍ରାଆମ୍ ମିସା ଜୁଇଦ୍କରି ତେଇଅନି ମିଲାଇ ଆନିରଇବା କାଇକାଇଟା ଦସ୍ ବାଗେଅନି ଗଟେକ୍ବାଗ୍ ତାକେ ଦେଇରଇଲା ।