27 କାଇକେ ବଇଲେ ତୁଇ ମକେ ମଲାଲକ୍ମନର୍ ଜାଗାଇ ଚାଡି ନ ଦିଆସ୍ । ତମର୍ ସୁକଲ୍ ଦାଙ୍ଗ୍ଡାକେ ସମାଦିଟାନେ କୁଇବାକେ ନ ଚାଡାସ୍ ।
ଏ କପର୍ନାଉମର୍ ଲକ୍ମନ୍ ! ତମେ କାଇ ନିଜେ ସର୍ଗେ ଜିବାକେ ଚେସ୍ଟା କଲାସ୍ନି ? ତମେ ନର୍କେ ପିଙ୍ଗା ଅଇସି । ତମର୍ ବିତ୍ରେ ମୁଇ ଜନ୍ କାବାଅଇଜିବା କାମ୍ମନ୍ କରିରଇଲି, ସେଟା ଜଦି ସଦମ୍ ଗଡେ କରି ରଇଲେ, ସେ ଗଡ୍ ଆଜିକେ ଜାକ ରଇତା ।
“ଏ ନାଜରିତ୍ ଗଡର୍ ଜିସୁ, ତୁଇ କାଇକେ ଆମ୍କେ ଅରିଆନ୍ କଲୁସ୍ନି ? ତୁଇ କାଇ ଆମ୍କେ ବିନାସ୍ କର୍ବାକେ ଆଇଲୁସ୍ କି ? ତୁଇ କେ, ସେଟା ମୁଇ ଜାନି, ତୁଇ ଅଇଲୁସ୍ନି ପର୍ମେସରର୍ ସୁକଲ୍ ଲକ୍ ।”
ଦୁତ୍ ତାକେ କଇଲା, “ସୁକଲ୍ ଆତ୍ମା ଆସି ତକେ ଡାବି ଅଇସି, ଆରି ସବୁର୍ ଉପ୍ରେ ରଇବା ପର୍ମେସରର୍ ବପୁ ତକେ ଗୁଡିଆଇ ଅଇସି, ତେବର୍ପାଇ ଜେ ଜାତ୍ ଅଇସି, ସେ ସୁକଲ୍ ପର୍ମେସରର୍ ପଅ ବଲି ଡାକ୍ପୁଟା ଅଇସି ।”
ଆରି ସେ ନରକ୍ କୁଣ୍ଡେ ଗାଲା । ତେଇ ସେ ବେସି କସ୍ଟ ପାଇବାବେଲା ଉପ୍ରେ ସରଗ୍ପୁରେ ଦେକ୍ଲେ ଲାଜାର୍ ଅବ୍ରାଆମର୍ ଲଗେ ବସି ଆଚେ ।
ଜିସୁ ସେମନ୍କେ କଇଲା, “ମସାର୍ ନିୟମ୍ ଆରି ବବିସତ୍ବକ୍ତାମନ୍ କଇଲା କାତା ଆରି ଗିତ୍ସଙ୍ଗିତା ବଇଟାନେ କାଇକାଇଟା ଲେକା ଅଇଲାଆଚେ ସେ ସବୁ, ସତ୍ ଅଇବାର୍ ରଇଲା । ମୁଇ ତମର୍ ସଙ୍ଗ୍ ରଇଲାବେଲେ ଏ ସବୁ କାତା ତମ୍କେ କଇରଇଲି ।”
“ଏ ନାଜରିତର୍ ଜିସୁ, ଆମର୍ଟାନେ ତର୍ କାଇ କାମ୍ ଆଚେ ? ତୁଇ କାଇ ଆମ୍କେ ମରାଇବାକେ ଆସିଆଚୁସ୍ ? ତୁଇ କେ ସେଟା ମୁଇ ଜାନି, ତୁଇ ପର୍ମେସରର୍ ସୁକଲ୍ ଲକ୍ ।”
ଜିସୁ ତିଆର୍ଲା, “ଏ ପାକ୍ନା ଗୁଚାଇଦିଆସ୍ ।” ମରିଜାଉ ଲାଜାରର୍ ବଇନି ମାର୍ତା କଇଲା, “ମାପ୍ରୁ ସେଟା କୁଇକରି ଗନ୍ଦି ଗାଲାବେ, କାଇକେବଇଲେ, ତାକେ କବର୍ଦେଇ ଚାର୍ଦିନ୍ ଅଇଗାଲା ।”
ସେଟାର୍ ପାଇ ମୁଇ ସାର୍ଦାସଙ୍ଗ୍ ଆଚି । ଆରି ସାର୍ଦାର୍ କାତା କଇବି । ମର୍ ଏ ମର୍ବା ଗାଗଡ୍ ରଇଲେ ମିସା ମୁଇ ସବୁବେଲେ ତମର୍ ତେଇ ଆସା କର୍ବି ।
ତମେ ମକେ ଜିବନର୍ ବାଟ୍ ଦେକାଇ ଆଚାସ୍ । ତମେ ମର୍ ସଙ୍ଗ୍ ଆଚାସ୍, ସେଟାର୍ପାଇ ମୁଇ ସାର୍ଦା ସଙ୍ଗ୍ ରଇବି ।”
ଏ ବିସଇ ଆଗେ ସେ ଜାନି ରଇଲାର୍ପାଇ ପର୍ମେସର୍ ମସିଅକେ ମଲାତେଇଅନି ଆରିତରେକ୍ ଜିବନ୍ କରାଇସି ବଲି ସେ କଇପାର୍ଲା ।” “ପର୍ମେସର୍ ତାକେ ମରିକରିସେ ତେଇ ରଇବାକେ ଚାଡିଦେଏ ନାଇ । ଆରି ତାର୍ ଗାଗଡ୍ ସମାଦି ତେଇ କୁଇ ଜିବାକେ ଚାଡେନାଇ ।”
ସେ ଆକା ଗଟେକ୍ସେ ସୁକଲ୍ ଆରି ଦରମ୍ ଲକ୍ ରଇଲା । ମାତର୍ ତମେ ତାକେ ନାମାସ୍ ନାଇ ଆରି ତାର୍ ବାଦୁଲେ ଗଟେକ୍ ନର୍ମାରୁକେ ମୁକ୍ଲାଇବାକେ ପିଲାତ୍କେ ଗୁଆରି କଲାସ୍ ।
କାଇକେବଇଲେ ଏ ନଅରେ ଏରଦ୍ ଆରି ପନ୍ତିୟ ପିଲାତ୍ ଇସ୍ରାଏଲିୟମନର୍ ସଙ୍ଗ୍ ଆରି ଜିଉଦି ନ ଅଇରଇବା ଲକର୍ସଙ୍ଗ୍ ମିସି ଜିସୁର୍ ବିରଦେ ଜଜ୍ନା କଲାଇ । ସେ ସେ ତମର୍ ସୁକଲ୍ ଦାଙ୍ଗ୍ଡା ଆରି ତମେ ବାଚ୍ଲା ମସିଅ ।
ଗଟେକ୍ ଲକ୍ ଆଁକି ମିଟ୍କା ମାର୍ଲା ବିତ୍ରେ ସେଟା ଗଟ୍ସି । ସାରାସାରିର୍ ମଇରି ବାଜ୍ଲା ବେଲେ ମଲା ଲକ୍ମନ୍ ଜିବନ୍ ଅଇ ଉଟ୍ବାଇ । ସେମନ୍ ଆରି କେବେ ମିସା ନ ମରତ୍ ଆରି ଆମେ ସବୁ ବଦ୍ଲି ଜିବୁ ।
ତେବେ ଆମେ କଇ ପାର୍ବୁ, ଅଇରେ ମରନ୍ ! ତୁଇ କେନେ ଜିତ୍ଲୁସ୍ ? ଅଇରେ ମରନ୍ ! କେନେ ତର୍ ବପୁ ?
ମାତର୍ କିରିସ୍ଟ ତମ୍କେ ସୁକଲ୍ ଆତ୍ମା ଦେଲାଆଚେ ।
ମୁଇସେ ଜିବନ୍ ରଇବା ଲକ୍ । କାଇକେବଇଲେ ମୁଇ ମରିରଇଲି ମିସା ଦେକା କାଲ୍ କାଲ୍ ଜୁଗ୍ ଜୁଗ୍ ବଁଚିକରି ଆଚି । ମର୍ ଆତେ ମରନର୍ ଆରି ପାତାଲର୍ କୁଚିକାଡି ଆଚେ । ମରିରଇବା ସବୁ ଲକ୍ମନର୍ ଉପ୍ରେ ଆରି ମଲାଲକ୍ମନ୍କେ କନ୍ତି ପାଟାଇବାର୍, ସେଟା ମର୍ ଅଦିକାର୍ଆଚେ ।
ତାର୍ ପଚେ ସମ୍ଦୁରେ ଜେତ୍କିଲକ୍ ମରିରଇଲାଇ, ସେମନ୍ ବାରଇଆଇଲାଇ । ମରନ୍ ଆରି ପାତାଲ୍ ମିସା ସେମନ୍ ଦାରିରଇବା ମଲାଲକ୍ମନ୍କେ ଚାଡିଦେଲାଇ । ସେମନ୍କେ ସବୁକେ କରିରଇବା କାମ୍ ଇସାବେ ବିଚାର୍ନା କଲାଇ ।
ପିଲାଦଲ୍ପିଆ ମଣ୍ଡଲିକେ ଦେକାରକା କର୍ବା ଦୁତର୍ ଲଗେ ଲେକା । ଏ କବର୍ ମୁଇ ପାଟାଇଲିନି । ମୁଇ ସୁକଲ୍ ଆରି ସତ୍ । ଦାଉଦ୍ ରାଜାର୍ କୁଚିକାଡି ମର୍ଟାନେ ଆଚେ । ମୁଇ ଉଗାଡ୍ଲେ, କେ ମିସା ଡାବି ନାପାରତ୍ । ଆରି ମୁଇ ଡାବ୍ଲେ କେ ମିସା ଉଗାଡି ନାପାରତ୍ ।