26 ସେଟାର୍ ପାଇ ମୁଇ ସାର୍ଦାସଙ୍ଗ୍ ଆଚି । ଆରି ସାର୍ଦାର୍ କାତା କଇବି । ମର୍ ଏ ମର୍ବା ଗାଗଡ୍ ରଇଲେ ମିସା ମୁଇ ସବୁବେଲେ ତମର୍ ତେଇ ଆସା କର୍ବି ।
ଏ ବିସଇ ଦାଉଦ୍ ରାଜା ଏନ୍ତି କଇ ଆଚେ । ସେଟା କାଇଟା ବଇଲେ, “ପରମେସର୍ ସବୁ ବେଲା ମର୍ ମୁଆଟେ ରଇବାଟା ଦେକ୍ଲି । ସେ ମର୍ ସଙ୍ଗ୍ ଆଚେ । ସେଟାର୍ପାଇ ମକେ କେ ମିସା କଚପଚ କରିନାପାରତ୍ ।
କାଇକେ ବଇଲେ ତୁଇ ମକେ ମଲାଲକ୍ମନର୍ ଜାଗାଇ ଚାଡି ନ ଦିଆସ୍ । ତମର୍ ସୁକଲ୍ ଦାଙ୍ଗ୍ଡାକେ ସମାଦିଟାନେ କୁଇବାକେ ନ ଚାଡାସ୍ ।