19 ଆକାସେ କାବା ଅଇଜିବା କାମ୍ କର୍ବି । ଦର୍ତନି ତେଇ ମିସା କାବାଅଇଜିବା ଚିନ୍ମନ୍ କର୍ବି । ଲକ୍ମନ୍ ବନି, ଜଇ ଆରି କାଲିଆ ଦୁଆଁ ଦେକ୍ବାଇ ।
ଜିସୁ ତାକେ କଇଲା, “ତମେ କାବା ଅଇଜିବାଟା ଆରି କେବେ ନ ଅଇଲା ପାରା କାମର୍ ଚିନ୍ମନ୍ ନ ଦେକ୍ଲେ କେବେ ମିସା ମକେ ବିସ୍ବାସ୍ ନ କରାସ୍ ।”
ସେ ଦିନ୍ମନ୍କେ ମର୍ ଆତ୍ମା ଜବର୍ ଅଇତେ ମର୍ ଦାଙ୍ଗ୍ଡା ଅଇରଇବା ମାଇଜିମୁନୁସ୍ମନ୍କେ ଆଜାଡି ଦେବି । ସେମନ୍ ମୁଇ କଇବା କାତା କଇବାଇ ।
ବେଲ୍କେ ଆନ୍ଦାର୍ ଡିସ୍ଲା ପାରା କରାଇବି, ଜନ୍, ବନି ପାରା ଡିସ୍ବାକେ କରାଇବି । ମୁଇ ବାଉଡି ଆଇବା ସେ ବଡ୍ ଉଜଲର୍ ଦିନ୍ ଆଗ୍ତୁ, ଏଟାସବୁ ଅଇସି ।
ପିତର୍ କଇଲା, “ଏ ଇସ୍ରାଏଲ୍ ଦେସର୍ ଲକ୍ମନ୍ ତମେ ମୁଇ କଇବା କାତା ସୁନା । ପରମେସର୍ସେ ବାଚି ପାଟାଇଲା ଲକ୍, ନାଜରିତ୍ ଗଡର୍ ଜିସୁ ବଲିକରି ସେ ତମର୍ ଲଗେ ରଇଲା ବେଲେ, ଦେକାଇଦେଲା । ସେଟା କେନ୍ତାର୍ ବଇଲେ, ପରମେସର୍ ତାର୍ତେଇଅନି କାବା ଅଇଜିବା କାମ୍ କଲାଆଚେ । ଏଟା ସତ୍ ବଲି ତମେ ଜାନିଆଚାସ୍ ।