ପେରିତ୍ 2:11 - ସତିଅର୍ ବାଟ୍ ନୁଆ ନିୟମ୍ 202011 ଆମର୍ ବିତ୍ରେଅନି କେତେଲକ୍ କିର୍ତିୟଅନି ଆରି ଆରବିୟଅନି ଆଇଲୁ ଆଚୁ । ଏନ୍ତି ଆମେ ସବୁ ବିନ୍ ବିନ୍ ଜାଗାଇଅନି ଆଇଲୁ ଆଚୁ । ଏନ୍ତି ବଇଲେ ମିସା ପର୍ମେସର୍ କଲା ବଡ୍ ବଡ୍ କାବାଅଇଜିବା କାମ୍ ଏ ଲକ୍ମନ୍ ଆମର୍ ନିଜର୍ ନିଜର୍ ବାସାଇ କାତାଅଇବାଟା ସୁନ୍ଲୁନି ।” အခန်းကိုကြည့်ပါ။ |
କିରିସ୍ଟର୍ ଏ ଗାଗ୍ଡେ ପର୍ମେସର୍ ବିନ୍ ବିନ୍ ଲକ୍ମନ୍କେ ବିନ୍ ବିନ୍ କାମ୍ ଦେଲାଆଚେ । ପର୍ତୁମ୍ ପେରିତ୍ ଇସାବେ ବାଚ୍ଲା ଲକ୍, ତାର୍ ପଚେ ବବିସତ୍ କାତା କଇବା ଲକ୍ମନ୍କେ, ସିକାଉମନ୍କେ, କାବାଅଇଜିବା କାମ୍ କର୍ବା ଲକ୍କେ, ନିକ କର୍ବା ଲକ୍ମନ୍କେ, ସାଇଜ କର୍ବା ଲକ୍ମନ୍କେ, ନେତା ଇସାବେ ଦାଇତ୍ ନେବାକେ, ଆରି ନାଜାନ୍ଲା ବାସାଇ କାତା କଇବା ଲକ୍ମନ୍କେ ବାଚ୍ଲା ଆଚେ ।