ପେରିତ୍ 19:9 - ସତିଅର୍ ବାଟ୍ ନୁଆ ନିୟମ୍ 20209 ମାତର୍ ସେମନର୍ ବିତ୍ରେଅନି କେତେକ୍ ଲକର୍ ମନ୍ ଡାଟ୍ ରଇଲା । ସେମନ୍ ବିସ୍ବାସ୍ କରତ୍ନାଇ । ଦଲର୍ ସବୁ ଲକର୍ ମୁଆଟେ ସେମନ୍ ମାପ୍ରୁର୍ ବାଟ୍ ବିସଇନେଇ, ତିପୁଲ୍ କାତା କଇଲାଇ । ସେଟାର୍ପାଇ ପାଉଲ୍ ସେମନ୍କେ ଚାଡି, ବିସ୍ବାସିମନ୍କେ ନେଇ, ସବୁ ଦିନ୍ ଟିରାନସ୍ ନାଉଁର୍ ଗରେ ନିଆଇ କର୍ବାର୍ ଦାର୍ଲାଇ । အခန်းကိုကြည့်ပါ။ |