39 ଜଦି ଆର୍ତେଇଅନି ଆରି ଅଦିକ୍ କାଇଟା ଜାନ୍ବାକେ ମନ୍ କଲାସ୍ନି, ତେବେ ଲକ୍ମନ୍ ଟିକ୍କଲା ନିୟମର୍ ସବାଇ, ସେଟା ଟିକ୍ କରାଅଇସି ।
ଜଦି ଦିମିତିରିୟ ଆରି ତେଇର୍ ପୁତ୍ଲା ତିଆର୍କରୁମନ୍କେ, କାର୍ ବିରଦେ ଦାବାକର୍ବାଟା ଆଚେ, ସେଟା ବିଚାର୍ କର୍ବାକେ ଆମର୍ ଲକ୍ମନ୍ ଆଚତ୍ । ଆରି ବିଚାର୍ ଅଇବା ଗଟେକ୍ ଦିନ୍ ଆଚେ । ତେଇ ସେ ଦାବା ବିସଇ କଇପାରାସ୍ ।
ଆଜି ଜାଇଟା ଗଟ୍ଲା ଆଚେ, ତେଇ ଗଣ୍ଡ୍ଗଲ୍ କର୍ବା ଆରି ଦାବା କର୍ବା ବିସଇ ଆମର୍ ବିରଦେ କାତା ଉଟିପାରେ । ଏ ଗଣ୍ଡ୍ଗଲର୍ କାଇମିସା କାରନ୍ ଦେକାଇ ନାପାରୁ ।”