30 ତେଇ ପାଉଲ୍ ଏକ୍ଲାସେ ଲକ୍ମନର୍ ବିତ୍ରେ ଜିବାକେ ମନ୍କଲା । ମାତର୍ ବିସ୍ବାସିମନ୍ ତାକେ ବିତ୍ରେ ଜିବାକେ ଚାଡତ୍ନାଇ ।
ଆସିଆ ରାଇଜର୍ କେତେଟା ମୁକିଅ ସାସନ୍ କାରିଆମନ୍ ମିସା ପାଉଲର୍ ମଇତର୍ ରଇଲାଇଜେ, ପାଉଲ୍କେ ଜୁଇଦ୍ ପଡିଆଇ ନ ଜାଅ ବଲି, କବର୍ ପାଟାଇଲାଇ ।
ମାତର୍ ସେମନର୍ ବିତ୍ରେଅନି କେତେକ୍ ଲକର୍ ମନ୍ ଡାଟ୍ ରଇଲା । ସେମନ୍ ବିସ୍ବାସ୍ କରତ୍ନାଇ । ଦଲର୍ ସବୁ ଲକର୍ ମୁଆଟେ ସେମନ୍ ମାପ୍ରୁର୍ ବାଟ୍ ବିସଇନେଇ, ତିପୁଲ୍ କାତା କଇଲାଇ । ସେଟାର୍ପାଇ ପାଉଲ୍ ସେମନ୍କେ ଚାଡି, ବିସ୍ବାସିମନ୍କେ ନେଇ, ସବୁ ଦିନ୍ ଟିରାନସ୍ ନାଉଁର୍ ଗରେ ନିଆଇ କର୍ବାର୍ ଦାର୍ଲାଇ ।
ପାଉଲ୍ କଇଲା, “ମୁଇ ସିଲିସିଆର୍ ତାର୍ସିସେ ଜନମ୍ କରିରଇବା ଗଟେକ୍ ଜିଉଦି, ଗଟେକ୍ ମୁକିଅ ଗଡର୍ ଲକ୍ । ଏ ଲକ୍ମନ୍କେ ବୁଜାଇ କଇବାକେ ଦୟାକରି ମକେ ଅଲପ୍ ଆଦେସ୍ ଦିଆ ।”