24 ଦିମିତିରିୟ ନାଉଁର୍ ଗଟେକ୍ ରୁପାର୍ ପୁତ୍ଲା ତିଆର୍ କରୁ, ଆର୍ତେମି ଦେବିର୍ ମନ୍ଦିରେ ପୁତ୍ଲା ତିଆର୍ କର୍ତେ ରଇଲା । ଏନ୍ତାରି ବେବାର୍କରି ପୁତ୍ଲା ତିଆର୍ କରୁମନ୍, ବେସି ଲାବ୍ ପାଇତେ ରଇଲାଇ ।
ଆରି ଗଟେକ୍ଦିନେ ଆମେ ପାର୍ତନା ଜାଗାଇ ଜାଇରଇଲୁ । ତେଇ ଡୁମା ଡସିରଇବା ଗଟେକ୍ ଗତିଦାଙ୍ଗ୍ଡିକେ ବେଟ୍ଅଇଲୁ । ସେ ତାର୍ ବିତ୍ରେ ରଇଲା କାରାପ୍ଆତ୍ମାର୍ ବପୁ ସଙ୍ଗ୍ ବବିସତ୍ କାତା କଇପାର୍ତେ ରଇଲା । ସେ ଲକ୍ମନର୍ ଆତ୍ ଦେକି, ବବିସତ୍ କାତା କଇଦେଇକରି, ସାଉକାର୍ମନ୍କେ ବେସି ଡାବୁ କାମାଇଦେଇତେରଇଲା ।
ଜେଡେବେଲ୍ ତାକର୍ ସାଉକାର୍ମନ୍କେ ନିଜର୍ ଦନ୍ ଅରଜ୍ବାଟା, ବୁଡିଗାଲା ବଲି ଜାନ୍ଲାଇ, ପାଉଲ୍ ଆରି ସିଲାକେ ଗଡର୍ ମଜାଇ ରଇବା ରମିଅ ଅଦିକାରିର୍ ଲଗେ ଜିକି ଆନ୍ଲାଇ ।
ସେଟାର୍ପାଇ ସେ ତାର୍ ସଙ୍ଗର୍ ବେବାରିମନ୍କେ ରୁଣ୍ଡାଇକରି କଇଲା, “ଆଗିଆମନ୍, ଏ ବେବାର୍ ଆମ୍କେ ସାଉକାର୍ କଲାଆଚେ ବଲି ସବୁ ଲକ୍ ଜାନାସ୍ ।
ଜଦି ଦିମିତିରିୟ ଆରି ତେଇର୍ ପୁତ୍ଲା ତିଆର୍କରୁମନ୍କେ, କାର୍ ବିରଦେ ଦାବାକର୍ବାଟା ଆଚେ, ସେଟା ବିଚାର୍ କର୍ବାକେ ଆମର୍ ଲକ୍ମନ୍ ଆଚତ୍ । ଆରି ବିଚାର୍ ଅଇବା ଗଟେକ୍ ଦିନ୍ ଆଚେ । ତେଇ ସେ ଦାବା ବିସଇ କଇପାରାସ୍ ।