20 ଏନ୍ତିବାବ୍ରେ ପରମେସରର୍ ବାକିଅ ଅଦିକ୍ ଅଦିକ୍ ଗୁଲାଇବାଟେ ଉଡ୍ରା ଅଇଜାଇ ଅଦିକ୍ ବପୁ ଅଇବାର୍ ଦାର୍ଲା ।
ଏ ବେଲାଇ ବିସ୍ବାସିମନ୍ ପର୍ମେସରର୍ ବାକିଅ ସୁନ୍ଲାଇ ଆରି ବିସ୍ବାସ୍ କର୍ବା ଲକ୍ମନ୍ ବଡିଗାଲାଇ ।
ଏଟା ଦେକି ସାସନ୍କାରିଆର୍ ବିସ୍ବାସ୍ ଅଇଲା, କାଇକେ ବଇଲେ ମାପ୍ରୁର୍ ସିକିଆ ସୁନି ସେ କାବା ଅଇଜାଇରଇଲା ।
ଏଟା ଦୁଇ ବରସ୍ ଦାରି ଚାଲ୍ଲା । ରମ୍ ଦେସର୍ ଆସିଆ ଦେସେ ବାସା କରିରଇବା ବେସି ଜିଉଦି ଆରି ଗିରିକ୍ ଲକ୍ ମିସା ମାପ୍ରୁର୍ ବାକିଅ ସୁନ୍ଲାଇ ।
ଏନ୍ତାରି ପର୍ମେସରର୍ ବାକିଅ ଗୁଲାଇବାଟର୍ ଲକ୍ ସୁନ୍ଲାଇ । ଜିରୁସାଲମେ ଅଦିକ୍ ଅଦିକ୍ ସିସ୍ମନ୍ ବଡ୍ବାର୍ ଦାର୍ଲାଇ, ବେସି ପୁଜାରିମନ୍ ମିସା ଜିସୁକେ ବିସ୍ବାସ୍ କଲାଇ ।
ଏ ବାଇବଇନିମନ୍, ସାରାସାରି ଆମର୍ପାଇ ପାର୍ତନା କରା । ମାପ୍ରୁର୍ ବାକିଅ ତମର୍ ବିତ୍ରେ ଜେନ୍ତିକି ଦାପ୍ରେ ଡାବିଅଇ ଜାଇରଇଲା, ସେନ୍ତାରିସେ ଦାପ୍ରେ ଗୁଲାଇବାଟେ ବିଚିଅଇକରି ଡାକ୍ପୁଟା ଅ ।