18 ବିସ୍ବାସିମନର୍ ବିତ୍ରେଅନି ବେସି ଲକ୍ ସବୁର୍ ମୁଆଟେ ନିଜେ କଲା କାରାପ୍ କାମ୍ ମାନ୍ଲାଇ ।
ଆରି ନିଜର୍ ନିଜର୍ ପାପ୍ କଲାଟା ମାନିଅଇକରି ଜଅନର୍ ଟାନେ ଜାଇ ଜର୍ଦନ୍ ଗାଡେ ଡୁବନ୍ ନେଇତେ ରଇଲାଇ ।
ଏପିସେ ବାସାଅଇରଇବା ଜିଉଦି ବିସ୍ବାସିମନ୍ ଆରି ଗିରିକ୍ ଲକ୍ମନ୍, ଏ ବିସଇ ସୁନି ଡରିଗାଲାଇ ଆରି ତେଇ ମାପ୍ରୁ ଜିସୁର୍ ନାଉଁ ଅଦିକ୍ ଡାକ୍ପୁଟା ଅଇଲା ।
ପାଙ୍ଗନ୍ ବିଦିଆ ଅବିଆସ୍ କର୍ତେରଇବା ବେସି ଲକ୍ମନ୍ ତାକର୍ ବଇମନ୍ ଆନି ଟୁଲିଆଇକରି ସବୁ ଲକର୍ ମୁଆଟେ ପଡାଇ ଦେଲାଇ । ସବୁ ମିସିକରି ସେମନର୍ ବଇର୍ ଦାମ୍ ପଚାସ୍ ଅଜାର୍ ରୁପାଟାଙ୍ଗା ଏତ୍କି ରଇଲା ।
ଆମର୍ ବିସ୍ବାସର୍ ଲାଗି ପରମେସର୍ ଆମ୍କେ ଦରମ୍ ଲକ୍ ବଲି ଏଜ୍ଲାନି । ଆରି ଟଣ୍ଡେ ଉଁ ବଲି ମାନିଆଇଲୁନିଜେ ଆମେ ମୁକ୍ତି ପାଇଆଚୁ ।
ଗଟେକ୍ ଦରମ୍ ଲକ୍ ପାର୍ତନା କଲାଟା ବେସି ବପୁ ରଇସି ଆରି ସେ ପାର୍ତନାର୍ ଉତର୍ ଦେକିଅଇସି ।
ଜଦି ଆମେ ବୁଲ୍ କରିଆଚୁ ବଲି ପର୍ମେସର୍କେ ନ ଲୁଚାଇତେ କଇଲେ, ସେ ଆମର୍ ସବୁ ପାପ୍ କେମା କର୍ସି । ଆରି ସବୁ କାରାପ୍ କାମେଅନି ଆମ୍କେ ସୁକଲ୍ କର୍ସି ।