ପେରିତ୍ 19:13 - ସତିଅର୍ ବାଟ୍ ନୁଆ ନିୟମ୍ 202013 କେତେଟା ଏନେତେନେ ବୁଲ୍ବା ଡୁମା ଚାଡାଇବା ଜିଉଦିମନ୍ ମିସା, ଜିସୁର୍ ନାଉଁ ଦାରି ଡୁମା ଚାଡାଇବାକେ ଚେସ୍ଟା କଲାଇ । ସେମନ୍ କାରାପ୍ ଆତ୍ମାମନ୍କେ କଇତେ ରଇଲାଇ, “ପାଉଲ୍ ଜାନାଇବା ଜିସୁର୍ ନାଉଁ ଦାରି ତକେ ଆଦେସ୍ ଦେଲିନି ।” အခန်းကိုကြည့်ပါ။ |