ପେରିତ୍ 19:1 - ସତିଅର୍ ବାଟ୍ ନୁଆ ନିୟମ୍ 20201 ଆପଲ୍ କରନ୍ତିଏ ରଇଲାବେଲେ, ପାଉଲ୍ ସେ ରାଇଜର୍ ଉପର୍ ବାଗେ ବୁଲି ସାରାଇ, ଏପିସିଏ କେଟ୍ଲା । ତେଇ ସେ କେତେଟା ସିସ୍ମନ୍କେ ବେଟ୍ ଅଇଲା । အခန်းကိုကြည့်ပါ။ |
ଏପିସି ସଅରେ ମୁଇ ବେସି କସ୍ଟ ପାଇଲି । କାଇକେବଇଲେ ଜନ୍ ଲକ୍ମନ୍ ମକେ ବିରଦ୍ କଲାଇ, ସେମନର୍ ସଙ୍ଗ୍ ଡଙ୍ଗ୍ରେ ରଇବା ପସୁମନର୍ ପାରା ଜୁଜିରଇଲି । ତେଇ ଆମେ ଜେନ୍ତି କସ୍ଟ ପାଇତେରଇଲୁ, ସେନ୍ତାରି ଅଇଲାକେ ଆମ୍କେ କାଇ ଲାବ୍ ମିଲ୍ଲା ? ଜଦି ମଲା ଲକ୍ମନ୍କେ ନ ଉଟାଏ, ତେବେ ଏନ୍ତାରି କଇବାଟା ନିକ ରଇସି । “ଆସା ଆମେ ବଜିକରି କାଉଁ, କାଇକେବଇଲେ ଆମେ କାଲିକେ ମର୍ବାର୍ ଅଇସିବେ ।”