7 ସେଟାର୍ପାଇ ସେ ସେମନ୍କେ ଚାଡି ପର୍ମେସର୍କେ ପାର୍ତନା କର୍ବା ତିତସ୍ ଜୁସ୍ତ ନାଉଁର୍ ଗଟେକ୍ ଜିଉଦି ନଇଲା ଲକର୍ ଗରେ ରଇବାକେ ଗାଲା । ଜୁସ୍ତର୍ ଗର୍ ପାର୍ତନା ଗର୍ ଲଗେ ରଇଲା ।
ପାପି ଲକ୍ମନର୍ ପାର୍ତନା ପର୍ମେସର୍ ନ ସୁନେ ବଲି ସବୁ ଲକ୍ମନ୍ ଜାନିଆଚତ୍ । ମାତର୍ ଜନ୍ ଲକ୍ ପର୍ମେସର୍କେ ଜୁଆର୍ କରି ସେ ମନ୍କଲା ଇସାବେ ଚଲାଚଲ୍ତି କଲାନି, ସେ ତାର୍ କାତା ସୁନ୍ସି ।
ସେ ଗଟେକ୍ ଦରମ୍ ଲକ୍ ରଇଲା । ସେ ଆରି ତାକର୍ ଗରର୍ ଲକ୍ମନ୍ ସବୁ ପର୍ମେସର୍କେ ଉପାସନା କର୍ତେ ରଇଲାଇ । ସେ ରକିଦୁକି ଜିଉଦିମନ୍କେ ବେସି ଉପ୍କାର୍ କର୍ତେ ରଇଲା । ଆରି ଜେଡେବେଲ୍ ମିସା ପର୍ମେସର୍କେ ପାର୍ତନା କର୍ତେ ରଇଲା ।
ସେମନ୍ କଇଲାଇ, “କର୍ନିଲିଅ ନାଉଁର୍ ରମିୟ ସଇନମନର୍ ନେତା ଆମ୍କେ ପାଟାଇଆଚେ । ଜେ କି ଗଟେକ୍ ଦରମ୍ ଲକ୍ ଆରି ପର୍ମେସର୍କେ ନାମ୍ସି । ଗୁଲାଇ ଜିଉଦି ଲକ୍ମନ୍ ତାକେ ନାମ୍ବାଇ । ତୁଇ କଇବାଟା ସୁନ୍ବାକେ, ସେ ତକେ ତାର୍ ଗରେ ଡାକାଇଆଚେ । ଏନ୍ତାରି କର୍ବାକେ ପର୍ମେସର୍ ପାଟାଇଲା ଦୁତ୍ ତାକେ ତିଆର୍ଲା ଆଚେ ।”
ପାଉଲ୍ ଆରି ବର୍ନବା ପାର୍ତନା ଗରେଅନି ବାରଇବା ବେଲେ, ଆରି ଗଟେକ୍ ବିସ୍ରାମ୍ବାରେ ବାଉଡି ଆସି ଏ ସବୁ ବିସଇ ଆରି ବୁଜାଇବାକେ, ଲକ୍ମନ୍ ବାବୁଜିଆ କଲାଇ ।
ଲକ୍ମନ୍ ପାର୍ତନା ଗରେଅନି ଉଟିଗାଲା ପଚେ, ବେସି ଜିଉଦିମନ୍ ଆରି ଜିଉଦି ଦରମ୍ ନେଇରଇବା ଜିଉଦି ନ ଅଇଲା ଲକ୍ମନ୍, ସାଉଲ୍ ଆରି ବର୍ନବାର୍ ସଙ୍ଗ୍ ଜିବାର୍ଦାର୍ଲାଇ । ପେରିତ୍ ସିସ୍ମନ୍ ତାକର୍ ସଙ୍ଗ୍ କାତା ଅଇ ପରମେସରର୍ ଜିବନ୍ଦୁକାଇଲାଟାକେ ମାନିକରି ଜିଇବାକେ ସେମନ୍କେ ସାର୍ଦା କରାଇଲାଇ ।
ମାତର୍ ସେ ଗଡର୍ ବଡ୍ ଲକ୍ମନ୍ ଆରି ପର୍ମେସର୍କେ ଉପାସନା କର୍ବା ଉପର୍କେ ରଇବା ଜିଉଦି ନ ଅଇଲା ମାଇଜିମନ୍କେ ସୁତ୍ରାଇକରି, ତେଇର୍ ଜିଉଦିମନ୍, ପାଉଲ୍ ଆରି ବର୍ନବାକେ ବିରଦ୍ କଲାଇ । ସେମନ୍ ତାଉଁକେ ତାଡ୍ନା ଦେବାର୍ ଆରାମ୍ କଲାଇ । ଆରି ସେ ଜାଗାଇଅନି ବାର୍ କରିଦେଲାଇ ।
ସେମନର୍ ବିତ୍ରେଅନି ତୁୟଟିରା ଗଡର୍ ଲୁଦିଆ ନାଉଁର୍ ଗଟେକ୍ ମାଇଜି, ଆମର୍ କାତା ସୁନ୍ତେରଇଲା । ସେ ବେସି ଦାମ୍ ଅଇବା ଜାମ୍କଲିଆ ରଙ୍ଗର୍ ଲୁଗା ବିକ୍ତେରଇଲା । ସେ ପରମେସର୍କେ ପାର୍ତନା କର୍ବା, ଜିଉଦି ନ ଅଇଲା ଲକ୍ । ପାଉଲ୍ ମାପ୍ରୁର୍ କାତା କଇଲାବେଲେ ସେଟା ନାମ୍ବାକେ ମାପ୍ରୁ ତାର୍ ମନ୍ ଉଗାଡିଦେଲା ।
ସେମନର୍ ବିତ୍ରେଅନି କେତେ ଲକ୍ ଏଟା ବିସ୍ବାସ୍ କଲାଇ । ପାଉଲ୍ ଆରି ସିଲାର୍ ସଙ୍ଗ୍ ମିସ୍ଲାଇ । ସେନ୍ତି ଡାକ୍ପୁଟା ରଇବା ମାଇଜିମନ୍ ଆରି ପରମେସର୍କେ ପାର୍ତନା କର୍ବା ଗିରିକ୍ ମନର୍ ଗଟେକ୍ ବଡ୍ ଦଲ୍ ମିସା ସେମନର୍ ସଙ୍ଗ୍ ମିସ୍ଲାଇ ।
ଜୁସ୍ତ ନାଉଁଦାରି ଡାକ୍ପୁଟା ଅଇଲା ଜିୟସୁୟ ମିସା ତମ୍କେ ଜୁଆର୍ ଜାନାଇଲାନି । ଏ ତିନ୍ ଲକ୍ସେ ଇତି ରଇବା ଜିଉଦି ବିସ୍ବାସିମନ୍ । ପର୍ମେସରର୍ ରାଇଜ୍ ବିସଇତେଇ ରଇବା ସୁବ୍କବର୍ ଜାନାଇବାକେ ସେମନ୍ ମର୍ ସଙ୍ଗ୍ କାମ୍ କଲାଇନି । ସେମନ୍ ମକେ ବେସି ସାର୍ଦା କରାଇଆଚତ୍ ।