ପେରିତ୍ 18:5 - ସତିଅର୍ ବାଟ୍ ନୁଆ ନିୟମ୍ 20205 ସିଲା ଆରି ତିମତି ମାସିଦନିଆଇଅନି ବାଉଡି ଆଇଲା ପଚେ ପାଉଲ୍ ଜିଉଦିମନର୍ ଲଗେ ଜିସୁର୍ ସୁବ୍ କବର୍ ଜାନାଇବାକେ ପୁରାପୁରି ବେଲା ଦେଲା ଆରି ଜିସୁକେ ମସିଅ ବଲି ସାକି ଦେଲା । အခန်းကိုကြည့်ပါ။ |
ପଚେ ପେରିତ୍ ସିସ୍ମନ୍, ମଣ୍ଡଲିର୍ ପାର୍ଚିନ୍ମନ୍, ଆରି ସବୁ ମଣ୍ଡଲିର୍ ବାଇମନ୍ ରୁଣ୍ଡ୍ଲାଇ । ସେମନ୍ ରାଜିଅଇରଇବା କାତା ଆନ୍ଟିଅକର୍ ବିସ୍ବାସିମନ୍କେ ଜାନାଇବାକେ ପାଉଲ୍ ଆରି ବର୍ନବା ସଙ୍ଗ୍ ଜିବାକେ କେତେଲକ୍କେ ବାଚ୍ଲାଇ । ବର୍ସବା ନାଉଁର୍ ଜିଉଦା ଆରି ସିଲାକେ ବାଚ୍ଲାଇ । ଏ ଦୁଇଲକ୍କେ ସବୁ ବିସ୍ବାସିମନ୍ ସନ୍ମାନ୍ ଦେଇତେରଇଲାଇ ।