ପେରିତ୍ 18:27 - ସତିଅର୍ ବାଟ୍ ନୁଆ ନିୟମ୍ 202027 ତାର୍ ପଚେ ଆପଲ ଆକାୟା ରାଇଜେ ଜିବାକେ ଟିକ୍ କଲାକେ, ଏପିସର୍ ବିସ୍ବାସି ବାଇମନ୍ ତାକେ ସାଇଜ୍ କଲାଇ ଆରି ତାକେ ସାର୍ଦା ସଙ୍ଗ୍ ଗତିଆ କର୍ବାକେ କଇ ଆକାୟାର୍ ବିସ୍ବାସିମନ୍କେ ଚିଟି ଲେକ୍ଲାଇ । ସେ ତେଇ କେଟିକରି ପରମେସର ଜିବନ୍ ଦୁକାଇଲାକେ ବିସ୍ବାସି ଅଇରଇବା ଲକ୍ମନ୍କେ ବେସି ସାଇଜ କଲା । အခန်းကိုကြည့်ပါ။ |
ତମେ ଜେଡେବେଲେ ଡୁବନ୍ ନେବାକେ ପାନିଟାନେ ବୁଡ୍ଲାସ୍, ସେଟା ତମର୍ ପାପର୍ ଗୁନ୍ଚଲନ୍ କିରିସ୍ଟର୍ ସଙ୍ଗ୍ ମରିକରି ତପିଅଇଲାପାରା ଅଇରଇଲାସ୍ । ପାନିବିତ୍ରେଅନି ବାରଇଲାଟା ନୁଆ ଗୁନ୍ଚଲନ୍ ଦାରି କିରିସ୍ଟର୍ ସଙ୍ଗ୍ ଆରି ତରେକ୍ ଉଟ୍ଲାପାରା ଅଇଲା । ପର୍ମେସର୍ ତାର୍ ବପୁସଙ୍ଗ୍ ମଲାତେଇଅନି ଜିବନ୍କରି କିରିସ୍ଟକେ ଉଟାଇଲା ବଲି ତମେ ବିସ୍ବାସ୍ କଲାର୍ପାଇ ଏଟା ତମ୍କେ ଗଟ୍ଲା ।